କେବଳ ସର୍ଜିକାଲ ଷ୍ଟ୍ରାଇକ୍ ନୁହେଁ, ଏବେ ରକେଟ୍ ମିସାଇଲ ସହ ନୂଆ ପ୍ଲାନିଂରେ ହେବ ଆକ୍ରମଣ
ନୂଆଦିଲ୍ଲୀ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଦ୍ୱାରା ପ୍ରୋତ୍ସାହିତ ଆତଙ୍କବାଦୀମାନେ ପହଲଗାମର ବୈସରନ ଉପତ୍ୟକାରେ କରିଥିବା ଆକ୍ରମଣ ସମଗ୍ର ଭାରତରେ ତୀବ୍ର ଆକ୍ରୋଶର ଜନ୍ମ ଦେଇଛି। ଏହି ଆତଙ୍କବାଦୀ ଆକ୍ରମଣକୁ ସବୁଠି ନିନ୍ଦା କରାଯାଉଛି। ଏବଂ ପାକିସ୍ତାନକୁ ଉଚିତ୍ ଜବାବ ଦେବାକୁ ଦାବି…