Latest Odisha News

BREAKING NEWS

ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…

ତେହେରାନ: ଇରାନକୁ ଏକ ବଡ଼ ବିସ୍ଫୋରଣ ଘଟିଛି। ଶନିବାର ଦିନ ବନ୍ଦର ଆବାସର ହର୍ମୋଜଗାନ ପ୍ରଦେଶରେ ହୋଇଥିବା ବଡ଼ ବିସ୍ଫୋରଣ ବ୍ୟାପକ ଆତଙ୍କ ସୃଷ୍ଟି କରିଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ବନ୍ଦର ଆବାସର ଆଜାଡେଗାନ ଜିଲ୍ଲାର ଏକ ଆବାସିକ କୋଠାରେ ଗ୍ୟାସ ଲିକ୍ ହୋଇଛି। ଏପର୍ଯ୍ୟନ୍ତ ଚାରି…

୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ

ଭୁବନେଶ୍ବର:ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ । ଢେଙ୍କାନାଳ ଗଜମରାରେ ସ୍ଥାପନ ହେବ ବଡ଼ ପ୍ରକଳ୍ପ । ଓଡ଼ିଶାରେ ନିର୍ମାଣ ହେବ ପ୍ରତିରକ୍ଷା ଓ ଏରୋସ୍ପେସ ସାମଗ୍ରୀ । ୧୭ ହଜାର ୨୫୦ କୋଟି ଟଙ୍କା ନିବେଶ ହେବ । ପ୍ରତ୍ୟକ୍ଷ ଓ ପରୋକ୍ଷରେ ୨୦ ହଜାର ନିଯୁକ୍ତ…

ମୋଦିଙ୍କ ଗସ୍ତ ପୂର୍ବରୁ ବୋମା ଧମକ, ଆଲର୍ଟରେ ପ୍ରଶାସନ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୧ ତାରିଖ ରବିବାର ଦିନ ପଞ୍ଜାବର ଜଳନ୍ଧର ଗସ୍ତ କରିବାର ଯୋଜନା ରହିଛି। ସେଠାରେ ସେ ଡେରା ସଚଖଣ୍ଡ ବଲ୍ଲାନର ଧାର୍ମିକ ସ୍ଥଳରେ ପୂଜା କରିବାର କାର୍ଯ୍ୟକ୍ରମ ରହିଛି। ତେବେ ତାଙ୍କ ଗସ୍ତ ପୂର୍ବରୁ ସହରରେ ଇମେଲ୍ ମାଧ୍ୟମରେ ଜଳନ୍ଧର ଏବଂ…

ଆଇଏଫଏସ ଅଧିକାରୀ କେ.ମୁରୁଗେସାନ୍ ହେଲେ ନୂଆ ପିସିସିଏଫ 

ଭୁବନେଶ୍ୱର: ବରିଷ୍ଠ ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀ କେ. ମୁରୁଗେସାନଙ୍କୁ ରାଜ୍ୟର ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ଏବଂ ବନ ବାହିନୀ (HoFF) ଭାବରେ ଓଡ଼ିଶା ସରକାର ଶନିବାର ଦିନ ନିଯୁକ୍ତ ଦେଇଥିବା ନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା…

Puri Drowning: ଚକ୍ରତୀର୍ଥ ରୋଡ୍‌ ସମୁଦ୍ରରେ ବୁଡ଼ି ମାଆ,ପୁଅଙ୍କ ମୃତ୍ୟୁ; ଉଭୟ ଝାଡ଼ଖଣ୍ଡର…

ପୁରୀ:ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟ ନେଲା ମା’ ଓ ପୁଅଙ୍କ ଜୀବନ। ମୃତ ମା’ ପୁଅ ହେଉଛନ୍ତି ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର କୁସୁମ ଓ ଅଙ୍କିତ ଗୁପ୍ତା । ସୂଚନାମୁତାବକ, ଆଜି ସକାଳେ କୁସୁମ ଓ ଅଙ୍କିତ ପରିବାରବର୍ଗଙ୍କ ସହ ପୁରୀ ଚକ୍ରତୀର୍ଥ ରୋଡ ପିଙ୍କ…

ହାତୀ ମୃତ୍ୟୁ ମାମଲା; ଏସିଏଫ ସୂର୍ଯ୍ୟକାନ୍ତ ବେହେରା ନିଲମ୍ବିତ

ଭୁବନେଶ୍ୱର: ହାତୀ ମୃତ୍ୟୁ ମାମଲାରେ ବାଲିଗୁଡ଼ା ବନ ବିଭାଗ ସହକାରୀ ବନ ସଂରକ୍ଷକ (ଏସିଏଫ) ସୂର୍ଯ୍ୟକାନ୍ତ ବେହେରାଙ୍କୁ ବନ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ତୁରନ୍ତ ପ୍ରଭାବରୁ ନିଲମ୍ବନ କରାଯାଇଛି। ତେବେ ୨୪ ଜାନୁଆରୀରେ ବ୍ରହ୍ମପୁର ସର୍କଲର RCCF ଦ୍ୱାରା ଦାଖଲ…

ରଣଜୀ ଟ୍ରଫି: ଓଡିଶା ୨୨୧ ରନରେ ଅଗ୍ରଣୀ

ଜାମସେଦପୁର: ଏଠାରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ମୁକାବିଲାରେ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଝାରଖଣ୍ଡ ବିପକ୍ଷରେ ଓଡିଶା ୨୨୧ ରନର ଅଗ୍ରଣୀ ହାସଲ କରିଛି । ଷ୍ଟମ୍ପସ ଅପସାରଣ ବେଳକୁ ଓଡିଶା ୮ ୱିକେଟ ହରାଇ ୨୦୨ ରନ କରିଛି । ଗୋବିନ୍ଦ ପୋଦ୍ଦାର ୨୨ ରନ କରି ଅପରାଜିତ ରହିଛନ୍ତି ।…

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦିବଙ୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର

ମୁମ୍ବାଇ: ଦିବଙ୍ଗତ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ମୃତ୍ୟୁ ପରେ ବିଧାନସଭା ଭବନରେ ଅନୁଷ୍ଠିତ ଏକ ବୈଠକରେ ସର୍ବସମ୍ମତି କ୍ରମେ ଦଳର ବିଧାୟକ ନେତା ଭାବରେ ସୁନେତ୍ର ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ସୁନେତ୍ର ପାୱାର ୨୦୨୪ ଲୋକସଭା…

ଲାଞ୍ଚ ନେଇ ବନ୍ଧା ହେଲେ ପଶୁଚିକିତ୍ସା କାର୍ଯ୍ୟାଳୟର କର୍ମୀ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ପଶୁଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ ଶନିବାର ଦିନ ବାନ୍ଧିଛି। କୁକୁଡ଼ା ପାଳନ ଯୋଜନାରେ ଜଣେ ହିତାଧିକାରୀଙ୍କଠାରୁ ସବସିଡି ଟଙ୍କା ପ୍ରଦାନ ପାଇଁ ୩୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି…

ମାଓ ସଂଗଠନ ପାଇଁ ଅଡିଓ ବାର୍ତ୍ତା ଜାରି କଲେ ଡିଜିପି; ସରେଣ୍ଡର ପାଇଁ ଏହି ଫୋନ୍ ନଂରେ ଯୋଗାଯୋଗ କରନ୍ତୁ…

ମାଲକାନଗିରି:ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଆହ୍ୱାନ । ମୁଁ ଓଡ଼ିଶା ପୋଲିସ ଡିଜି ଓ୍ୱାଇ ବି ଖୁରାନିଆ କହୁଛି । ସୁରକ୍ଷାକର୍ମୀଙ୍କ ନିକଟରେ ମାଓବାଦୀମାନେ ତୁରନ୍ତ ଆତ୍ମସମର୍ପଣ କରନ୍ତୁ । ଅଡ଼ିଓ ବାର୍ତ୍ତା ଜରିଆରେ ମାଓ ସଂଗଠନକୁ ଏପିରି କିଛି କହିଛନ୍ତି ଡିଜିପି ଓ୍ୱାଇ.ବି ଖୁରାନିଆ ।…