Latest Odisha News

BREAKING NEWS

ମନ୍ତ୍ରୀଙ୍କ କାରକେଡକୁ ଧକ୍କା ଦେଲା ଦ୍ରୁତଗାମୀ କାର, ୬ ଆହତ

କୋଣ୍ଡାଗାଓଁ: ଛତିଶଗଡ଼ର କୋଣ୍ଡାଗାଓଁ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରାଜ୍ୟ ଜଙ୍ଗଲ ମନ୍ତ୍ରୀ କେଦାର କଶ୍ୟପଙ୍କ କାରକେଡ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଚାରି ଜଣ ସୈନିକ ଏବଂ ଜଣେ ମହିଳା ସମେତ ଛଅ ଜଣ ଆହତ ହୋଇଛନ୍ତି। ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଏବଂ ଡ୍ରାଇଭର ମଧ୍ୟ…

ମକ୍କା ପ୍ରତିରକ୍ଷା ଚୁକ୍ତିରେ ଯୋଗ ଦେବକି ଇରାନ; ଏହି ଦେଶ କଲେ ନିମନ୍ତ୍ରଣ

ତେହେରାନ: ଇରାନକୁ ମକ୍କା ଚୁକ୍ତିନାମାରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ଏହି ନିମନ୍ତ୍ରଣ ସାଉଦି ଆରବ, ତୁର୍କୀ ଏବଂ ପାକିସ୍ତାନ ଦ୍ୱାରା କରାଯାଇଥିଲା। ଇରାନର ବୈଦେଶିକ ମନ୍ତ୍ରୀ, ସାଉଦି ଆରବ, ତୁର୍କୀ କିମ୍ବା ପାକିସ୍ତାନ ଦ୍ୱାରା ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣକୁ ସ୍ପଷ୍ଟ କରାଯାଇ…

Recover suspected IED: ବସ୍ ଷ୍ଟାଣ୍ଡ ନିକଟରୁ ସନ୍ଦିଗ୍ଧ IED ଓ ଅସ୍ତ୍ରଶସ୍ତ୍ର ଜବତ; ୩ଗିରଫ

ନୂଆଦିଲ୍ଲୀ: ଚଣ୍ଡୀଗଡ଼ ସହରର ସେକ୍ଟର ୪୩ ISBT ବସ୍ ଷ୍ଟାଣ୍ଡ ନିକଟରୁ ସନ୍ଦିଗ୍ଧ IED ମିଳିଛି । ପୋଲିସ୍ ସେକ୍ଟର-୪୩ ISBT (ଅନ୍ତଃ-ରାଜ୍ୟ ବସ୍ ଟର୍ମିନାଲ୍) ପଛପଟୁ ସନ୍ଦିଗ୍ଧ ବିସ୍ଫୋରକ ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ଚଣ୍ଡିଗଡ଼ ପୋଲିସ୍ ତିନି ଜଣ ବ୍ୟକ୍ତିଙ୍କୁ…

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ଆଶଙ୍କା: ଆମେରିକା ଘାଟି ଉପରେ ‘ପ୍ରଥମ ପ୍ରହାର’ କରିବ ଇରାନ!

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ଆଶଙ୍କା! ଆରବରେ ଜଳିବ କି ଆମେରିକାର ସାମରିକ ଘାଟି? ୱାଶିଂଟନ୍‌କୁ ଡରାଇବା ପାଇଁ ଇରାନର ଭୟଙ୍କର 'ପ୍ରଥମ ପ୍ରହାର' ପ୍ଲାନ୍... ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ତିକ୍ତତା ଏବେ ଏକ ବିସ୍ଫୋରକ ରୂପ ନେବାକୁ ଯାଉଛି । ଇରାନର ଶକ୍ତି…

ହକି ବିଶ୍ୱକପ: ସେମିରେ ପ୍ରବେଶ ପାଇଁ ଏବେ ବି ଭାରତ ନିକଟରେ ରହିଛି ସୁଯୋଗ

ଆମଷ୍ଟେଲଭିନ: ନେଦରଲ୍ୟାଣ୍ଡସର ଆମଷ୍ଟେଲଭିନ୍‌ରେ ଚାଲିଥିବା ପୁରୁଷ ହକି ବିଶ୍ୱକପରେ ଭାରତର ସେମିଫାଇନାଲ ପ୍ରବେଶ ଆଶା କ୍ଷୀଣ ହୋଇ ଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନି । ଭଲ ପ୍ରଦର୍ଶନ ଏବଂ କିଛି ମାତ୍ରାରେ ଭାଗ୍ୟ ସହାୟ ହେଲେ ଭାରତର ସେମିରେ ପ୍ରବେଶ ଆଶା ଉଜ୍ଜୀବୀତ ରହିବ ।…

ବିଜେଡିର ସାଂଗଠନିକ ପୁନର୍ବିନ୍ୟାସ: ନୂଆ ରୂପରେ ‘ବିଜୁ ଶ୍ରମିକ ସମ୍ମୁଖ୍ୟ’, ନବୀନଙ୍କ ମୋହର

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିବା ଏବଂ ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜବୁତ କରିବା ଉଦ୍ଦେଶ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଦଳର ଶ୍ରମିକ ସଙ୍ଗଠନ 'ବିଜୁ ଶ୍ରମିକ ସମ୍ମୁଖ୍ୟ'ର ବିଧିବଦ୍ଧ ପୁନର୍ଗଠନ କରାଯାଇଛି । ବିଜେଡି…

Jaish Headquarters: ପାକିସ୍ତାନରେ ପୁଣି ଠିଆ ହେଉଛି ଜୈଶ୍‌ର ଆତଙ୍କୀ ଆଡ୍ଡା;ସାଟେଲାଇଟ୍ ଚିତ୍ରରୁ ପଦାରେ ପଡ଼ିଲା…

ନୂଆଦିଲ୍ଲୀ:'ଅପରେସନ୍ ସିନ୍ଦୂର' (Operation Sindoor) ସମୟରେ ଧ୍ୱଂସ ହୋଇଯାଇଥିବା ଆତଙ୍କବାଦୀ ସଂଗଠନ 'ଜୈଶ-ଏ-ମହମ୍ମଦ'ର ବାହାୱାଲପୁରସ୍ଥିତ ମୁଖ୍ୟାଳୟକୁ ପୁନର୍ନିର୍ମାଣ କରାଯାଉଛି । ଗତ ବର୍ଷ ମେ' ମାସରେ 'ଅପରେସନ୍ ସିନ୍ଦୂର' ଅଧୀନରେ କରାଯାଇଥିବା ଏକ ବାୟୁସେନା ଆକ୍ରମଣ ସମୟରେ ଭାରତୀୟ…

ବେକରେ ରହିଛି କଳା ଦାଗ, ଦେହରେ ଗୁଡ଼ା ହୋଇଛି ବେଡସିଟ୍: କେନ୍ଦୁଝର ଗୁଟୁରରେ ମହିଳାଙ୍କୁ ବିଭତ୍ସ ହତ୍ୟା ଅଭିଯୋଗ

କେନ୍ଦୁଝର: ଶୋ’ରୁମ୍‌ ଭିତରୁ ଜଣେ ମହିଳା ମାଲିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଅଭାବନୀୟ ଘଟଣା କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ଗୁଟୁର ଅଞ୍ଚଳରେ ରବିବାର ଦିନ ଘଟିଛି। ମୃତ ମହିଳା ଜଣକ ‘ଅର୍ଚ୍ଚନା ଟ୍ରେଡର୍ସ’ ନାମକ ଏକ…

ଗାଡ଼ି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସାଉଥ୍ ସୁପରଷ୍ଟାର ଅଜିଥ କୁମାର

ନୂଆଦିଲ୍ଲୀ: ସାଉଥର ଲୋକପ୍ରିୟ ଆକ୍ସନ ଅଭିନେତା ଅଜିଥ କୁମାରଙ୍କ ରେସିଂ କାର ପୂନର୍ବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ସାଉଥ୍ ସୁପରଷ୍ଟାର ତଥା ପେସାଦାର ରେସର୍ ଅଜିଥ୍ କୁମାର ୟୁରୋପରେ ଆୟୋଜିତ ଏକ କାର୍ ରେସିଂ ପ୍ରତିଯୋଗିତା ସମୟରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବେଲଜିୟମ୍‌ର…

ଚୀନ୍ ସହ ସୀମା ବିବାଦ ନେଇ ଆଲୋଚନା କରିବେ ଅଜିତ ଡୋଭାଲ: ବେଜିଂ ପାଇଁ ‘ଲକ୍ଷ୍ମଣ ରେଖା’ ଟାଣିଲା ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଲାଗି ରହିଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ବିବାଦର ସମାଧାନ ପାଇଁ ଜାତୀୟ ସୁରକ୍ଷା ଉପଦେଷ୍ଟ ବା (ଏନ୍ଏସ୍ଏ) ଅଜିତ ଡୋଭାଲ ଖୁବଶୀଘ୍ର ଉଚ୍ଚସ୍ତରୀୟ ଆଲୋଚନା କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.…