ଭୁବନେଶ୍ୱରରେ ନାବାଳିକାଙ୍କୁ ଜାଲରେ ଫସାଇଲା ସୋସିଆଲ ମିଡିଆର ‘ରାକ୍ଷସ’!
ଭୁବନେଶ୍ୱର: ମୋବାଇଲ୍ ସ୍କ୍ରିନ୍ରେ ଆସିଥିବା ସେହି ଗୋଟିଏ ‘ଫ୍ରେଣ୍ଡ ରିକୁଏଷ୍ଟ’ ଏବଂ କିଛି ମିଠା ମିଠା ଚାଟିଂ ଭିତରେ ଯେ ଏଭଳି ଏକ କଳା ସତ୍ୟ ଲୁଚି ରହିଥିଲା, ତାହା ବୋଧହୁଏ କେହି ହଠାତ ବୁଝିପାରିନଥିବ। ଆଉ ଏହି ଜାଲରେ ଫସିଯାଇଛନ୍ତି ଜଣେ ନାବାଳିକା | ସ୍ମାର୍ଟଫୋନର ଭର୍ଚୁଆଲ ଦୁନିଆରେ…