Latest Odisha News

BREAKING NEWS

ବୈଜ୍ଞାନିକଙ୍କ ଭୟାନକ ଦାବି, ମଙ୍ଗଳ ଗ୍ରହରେ ପରମାଣୁ ଆକ୍ରମଣ କରିଥିଲେ ଏଲିଅନ୍

ମଙ୍ଗଳ ଗ୍ରହ, ଯାହାକୁ ଲାଲ ଗ୍ରହ ଭାବେ ମଧ୍ୟ ଜଣାଯାଏ, ଦଶନ୍ଧି ଧରି ବୈଜ୍ଞାନିକମାନଙ୍କ ପାଇଁ ରହସ୍ୟର କେନ୍ଦ୍ରବିନ୍ଦୁ ହୋଇ ରହିଛି। ଜୀବନର ସମ୍ଭାବନା ଓ ପ୍ରମାଣ ଖୋଜିବା ପାଇଁ ନାସା ସମେତ ବିଶ୍ୱର ଅନେକ ମହାକାଶ ସଂସ୍ଥା ଅନୁସନ୍ଧାନ ଜାରି ରଖିଛନ୍ତି। କେତେବେଳେ ମଙ୍ଗଳରେ ବରଫ କିମ୍ବା ଜଳର…

୪୩ ଡିଗ୍ରୀ ତାପମାତ୍ରାରେ ଜଳିଲା ଝାରସୁଗୁଡ଼ା

ଭୁବନେଶ୍ୱର: ଓଡ଼ିଶାର ୧୧ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି ବୋଲି ଆଇଏମଡି ତା'ର ସନ୍ଧ୍ୟା ବୁଲେଟିନରେ କହିଛି। ଝାରସୁଗୁଡ଼ା ସର୍ବାଧିକ ତାପମାତ୍ରା ୪୩.୫ ଡିଗ୍ରୀ ସେଲସିୟସ ସହିତ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଥିଲା। ଏହା ପରେ ବଲାଙ୍ଗୀର (୪୨.୪ ଡିଗ୍ରୀ…

ବିଜେପି ସଦସ୍ୟଙ୍କ ଉପରକୁ ଗାଡ଼ି ଚଢ଼ାଇବା ଅଭିଯୋଗରେ ବିଜେଡି ନେତା ଗିରଫ

ସମ୍ବଲପୁର: ସମ୍ବଲପୁରର ରେଢାଖୋଲରେ ରବିବାର ଦିନ ବିଜେଡି କାଉନସିଲର ରାଜୀବ ଲୋଚନ ପ୍ରଧାନଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ବିଜେପି ଜିଲ୍ଲା ପରିଷଦ ସଦସ୍ୟଙ୍କ ଉପରେ ଗାଡ଼ି ଚଢ଼ାଇବା ଅଭିଯୋଗ ରହିଥିଲା। ତେବେ ଏହି ଘଟଣା ସିସିଟିଭିରେ କଏଦ ହୋଇଥିଲା। ଯାହାପରେ ସେ ଫେରାର…

ଆସିବ ବନ୍ଦେ ଭାରତ ସ୍ଲିପର ଟ୍ରେନ, ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ହାୱଡ଼ା

ନୂଆଦିଲ୍ଲୀ:ଆସିବ ବନ୍ଦେ ଭାରତ ସ୍ଲିପର ଟ୍ରେନ । ତେବେ ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ - ହାୱଡା ଟ୍ରାକରେ ଗଡ଼଼ିବ ବୋଲି ସୂଚନା ମିଳିଛି। ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ ଯାତ୍ରୀ ଆରାମକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି। ଭାରତୀୟ ରେଳବାଇ ଦୀର୍ଘ ଦୂରତା…

‘ରତ୍ନଭଣ୍ଡାର ମରାମତି ହୋଇ ନଥିଲେ ଭୁଶୁଡ଼ି ପଡ଼ିଥାନ୍ତା’

ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଆସିଛି ବଡ଼ ବୟାନ । ରତ୍ନ ଭଣ୍ଡାର ମରାମତି ହୋଇ ନଥିଲେ ଭୁଶୁଡ଼ି ପଡ଼ିଥାଆନ୍ତା ବୋଲି ସେ କହିଛନ୍ତି । ତେଣୁ ସେଭଳି ସ୍ଥିତିରେ ଥିବା ରତ୍ନ ଭଣ୍ଡାରକୁ ସମ୍ପୂର୍ଣ୍ଣରୂପେ ଶହେରୁ ଦୁଇ ଶହ ବର୍ଷ…

ସରକାରଙ୍କୁ ଡାକ୍ତରଙ୍କ ଚେତାବନୀ; ୭ ଦଫା ଦାବି ପୂରଣ ନହେଲେ ସମୂହ ଇସ୍ତଫା

ଭୁବନେଶ୍ୱର: ରାଜ୍ୟ ସରକାର ଯଦି ଏକ ମାସ ମଧ୍ୟରେ ଡିଏସିପି ଲାଗୁ କରିବା ସହିତ ୭ ଦଫା ଦାବି ପୂରଣ ନ କରନ୍ତି ତେବେ ଓଡ଼ିଶା ମେଡିକାଲ୍ ସର୍ଭିସ୍ ଆସୋସିଏସନ୍ (ଓଏମଏସଏ) ସମୂହ ଇସ୍ତଫା ଦେବାକୁ ଧମକ ଦେଇଛି। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାଧାରଣ ପରିଷଦ ବୈଠକ ପରେ ଡାକ୍ତର ସଂଘ ସେମାନଙ୍କର…

କଳିଙ୍ଗ ସୁପର କପ୍ ୨୦୨୫; ଷ୍ଟାଡିୟମ୍ ଭିତରକୁ ନେଇପାରିବେନି ଏସବୁ ଜିନିଷ

ଭୁବନେଶ୍ୱର: କଳିଙ୍ଗ ସୁପର କପ୍ ୨୦୨୫ରେ ଦେଶର ଶ୍ରେଷ୍ଠ କ୍ଲବଗୁଡ଼ିକୁ ଦେଖିବା ପାଇଁ ପ୍ରଶଂସକମାନେ ପ୍ରସ୍ତୁତ ହେଉଛନ୍ତି। ଆଉ କିଛି ଘଣ୍ଟା ପରେ, ଡିଫେଣ୍ଡିଂ ଚାମ୍ପିଅନ୍ ଇଷ୍ଟ ବେଙ୍ଗଲ୍ ବିପକ୍ଷରେ କେରଳ ବ୍ଲାଷ୍ଟର୍ସ ପ୍ରି-କ୍ୱାର୍ଟରଫାଇନାଲ ମୁକାବିଲା ସହ କଳିଙ୍ଗ ଷ୍ଟାଡିୟମରେ ନକଆଉଟ୍…

ସଜ୍ଞାହୀନ ଅବସ୍ଥାରେ ୭ ବର୍ଷର ଶିଶୁ ଉଦ୍ଧାର; ଦୁଷ୍କର୍ମ ଅଭିଯୋଗ

ଢେଙ୍କାନାଳ: ୭ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ କରିବା ପରେ ତାଳ ବରଡ଼ା ପତ୍ର ତଳେ ସଜ୍ଞାହୀନ ଅବସ୍ଥାରେ ଲୁଚାଇ ଦୁର୍ବୃତ୍ତ ମାରିଲେ ଚମ୍ପଟ । ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଅନୁଗୁଳ…

ଆନ୍ଦୋଳନ ବେଳେ ଯୁବକଙ୍କ ମୃତ୍ୟୁ ଘଟଣା; ୧ କୋଟି କ୍ଷତିପୂରଣ ଦାବି କଲା କଂଗ୍ରେସ 

ରାଉରକେଲା: ରାଉରକେଲାରେ ରେଳ ଲାଇନ ପ୍ରକଳ୍ପକୁ ବିରୋଧ କରି ଆନ୍ଦୋଳନ କରାଯାଉଥିବା ବେଳେ ଜଣେ ଆଦିବାସୀ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ଓଡ଼ିଶା କଂଗ୍ରେସ ମୃତକଙ୍କ ପରିବାରକୁ ଏକ କୋଟି ଟଙ୍କାରୁ ଅଧିକ କ୍ଷତିପୂରଣ ଦେବା ପାଇଁ ଦାବି କରିଛି। ଏହି ଘଟଣା ପାଇଁ ରାଜ୍ୟର ବିଜେପି…

୨ ନାବାଳକଙ୍କୁ ଖୁଣ୍ଟରେ ବାନ୍ଧି ଚେଙ୍କ ସହ ପରିସ୍ରା ପିଆଇଲେ ଦୁର୍ବୃତ୍ତ

ବଳଙ୍ଗା: ପୁରୀ ଜିଲା ବଳଙ୍ଗା ଥାନା କୋଟକୋସାଙ୍ଗରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଦୁଇ ନାବାଳକଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧିବା ସହ ସିଗାରେଟ ଚେଙ୍କ ଦେଇଛନ୍ତି ଦୁର୍ବୃତ୍ତମାନେ । ଖାଲି ସେତିକି ନୁହଁ, ଦୁଇ ନାବାଳକଙ୍କୁ ପରିସ୍ରା ପିଆଇଥିବା ମଧ୍ୟ ଅଭିଯୋଗ ହୋଇଛି ।…