Latest Odisha News

BREAKING NEWS

ଆଇପିଏଲରେ ଏହି କାରଣ ଯୋଗୁ ଜାଡେଜା ଏକ ନମ୍ବର

ନୂଆଦିଲ୍ଲୀ: ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଇପିଏଲର ଆଗାମୀ ସିଜନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଜାଡେଜା ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ୧୨ତମ ସିଜନ ଖେଳିବାକୁ ଯାଉଛନ୍ତି । ଆଇପିଏଲର ଉଦଘାଟନୀ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର…

ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ନଡିଆ; ମିଳିବ ଏହି ଲାଭ..

ଭୁବନେଶ୍ବର: ନଡିଆ ସ୍ବାସ୍ଥ୍ୟ ପାଇଁ ବେଶ୍ ଭଲ । ନଡ଼ିଆରେ ଭରପୁର ମାତ୍ରରେ ଭିଟାମିନ୍‌ , ଏମିନୋ ଏସିଡ଼ , ଫାଇବର, କାର୍ବୋହାଇଡ୍ରେଟ ,ପ୍ରୋଟିନ୍‌ ଆଦି ପୋଷକତତ୍ତ୍ୱ ରହିଥାଏ। ଯାହା ଶରୀରକୁ ସୁସ୍ଥ ରଖିବା ପାଇଁ ବହୁତ ସାହାଯ୍ୟ ରଖିଥାଏ । ତେବେ ଜାଣିଛନ୍ତି କି, ରାତି ସମୟରେ ଖଣ୍ଡେ ନଡ଼ିଆ…

ଶତାବ୍ଦୀ ଏକ୍ସପ୍ରେସର ଏସି କୋଚରେ ହୋଲି ଖେଳି ୮ ଗିରଫ

ନୂଆଦିଲ୍ଲୀ: ହୋଲି ଦିନ ନୂଆଦିଲ୍ଲୀରୁ କାନପୁର ଆସୁଥିବା ୧୨୦୩୪ ନମ୍ବର ଟ୍ରେନ୍ କାନପୁର ଶତାବ୍ଦୀ ଏକ୍ସପ୍ରେସର ଏସି ଚେୟାର କାର୍‌ରେ କିଛି ପ୍ୟାଣ୍ଟ୍ରି କର୍ମଚାରୀ ଏବଂ ସଫେଇ କର୍ମଚାରୀ ମିଶି ବହୁତ ହୋଲି ଖେଳିଥିଲେ। ଗତ ଶନିବାର ବିଳମ୍ବିତ ରାତିରେ ଭାଇରାଲ ହୋଇଥିବା ଏକ ଭିଡିଓ ଅନୁଯାୟୀ…

ଆଇପିଏଲ ଉଦଘାଟନୀ ଉତ୍ସବରେ ଲାଗିବ ବଲିଉଡ ତଡକା

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣ ମାର୍ଚ୍ଚ ୨୨ରୁ କୋଲକାତାର ଇଡେନ ଗାର୍ଡେନରେ ଆରମ୍ଭ ହେବ । ଉଦଘାଟନୀ ଉତ୍ସବରେ ବଲିଉଡର ଗ୍ଲାମର ତଡକା ଲାଗିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ରିପୋର୍ଟ ମୁତାବକ ଶାହାରୁଖ ଖାଁ, ସଲମାନ ଖାଁ, ଭିକ୍କି କୌଶଲ, କ୍ୟାଟ୍ରିନା କୈଫ, ପ୍ରିୟଙ୍କା…

ଚାଇନା କଲ୍ ସେଣ୍ଟରରୁ ଯାହା ପାରିଲେ ଲୁଟି ନେଲେ ପାକିସ୍ତାନୀ… 

କରାଚି: ଚାଇନା କଲ୍ ସେଣ୍ଟରରୁ ଯାହା ପାରିଲେ ଲୁଟି ନେଲେ ପାକିସ୍ତାନୀ। ପାକିସ୍ତାନରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ଅନୁଯାୟୀ, ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ନକଲି କଲ୍ ସେଣ୍ଟର ଉପରେ ଚଢାଉ ହୋଇଥିଲା। ଇସଲାମାବାଦର ସେକ୍ଟର ଏଫ୍-୧୧ରେ ପାକିସ୍ତାନର…

ଦେଶର କୋଟିପତି ବିଧାୟକ, ଏମାନଙ୍କ ପାଖରେ ରହିଛି ସର୍ବାଧିକ ସମ୍ପତ୍ତି… 

ନୂଆଦିଲ୍ଲୀ: ଦେଶର ୨୮ଟି ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳର ୪୦୯୨ ଜଣ ବିଧାୟକଙ୍କ ଆର୍ଥିକ ସତ୍ୟପାଠ ଅନୁଯାୟୀ, କିଛି ବିଧାୟକଙ୍କ ପାଖରେ ଶହ ଶହ କୋଟି ଟଙ୍କାର ସମ୍ପତ୍ତି ଅଛି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର)ର ରିପୋର୍ଟ ଅନୁଯାୟୀ ଦେଶର ବିଧାୟକମାନଙ୍କ ସମ୍ପତ୍ତିରେ…

ଘୁଂଚିବ କି କେକେଆର-ଲକ୍ଷ୍ନୌ ମ୍ୟାଚ

କୋଲକାତା: ଆଇପିଏଲରାୟ ୧୮ତମ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ସିଜନର ୧୯ତମ ମ୍ୟାଚ ଏପ୍ରିଲ ୬ରେ କୋଲକାତା ନାଇଟ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଂଟସ ମଧ୍ୟରେ ଖେଳାଯିବାକୁ ସ୍ଥିର ହୋଇଛି । ଇଡେନଗାର୍ଡେନରେ ଖେଳାଯିବାକୁ ଥିବା ଏହି ମ୍ୟାଚକୁ ଘୁଂଚାଇବା ପାଇଁ ଦାବୀ ହେଉଛି । ରାମ ନବମୀ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ପତ୍ନୀ ମୀନତି ଦାସ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ପତ୍ନୀ ମୀନତି ଦାସ। ସ୍ୱର୍ଗତ ଦାସଙ୍କ ପତ୍ନୀ ମୀନତି ଦାସ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ସ୍ୱାମୀଙ୍କ ହତ୍ୟାକାଣ୍ଡର ତଦନ୍ତ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ…

ଶୁଭାରମ୍ଭ ହେଲା ଭୋଡାଫୋନ-ଆଇଡିଆ 5G ସେବା;୨୯୯ଟଙ୍କାରୁ ପ୍ଲାନ ଆରମ୍ଭ

ନୂଆଦିଲ୍ଲୀ: ଭାରତର ଘରୋଇ ଟେଲିକମ କମ୍ପାନୀ ଭୋଡାଫୋନ-ଆଇଡିଆ (Vi) ଆଣିଛି ଖୁସି ଖବର । ଏହା ଦେଶରେ ମଙ୍ଗଳବାର ଦିନ 5ଜି ସେବାର ଶୁଭାରମ୍ଭ କରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନୀ ଏହି ସେବାକୁ କେବଳ ମୁମ୍ବାଇରେ ଉପଲବ୍ଧ କରାଇଛି । ଏହାପରେ ଏହି ସେବା ଦେଶର ଅନ୍ୟ ଅଞ୍ଚଳ ଦିଲ୍ଲୀ,…

ବଦଳିବନି କିଛି ନିୟମ; କୋହଲିଙ୍କ ସମାଲୋଚନା ପରେ ମୁହଁ ଖୋଲିଲା ବିସିସିଆଇ…

ନୂଆଦିଲ୍ଲୀ: ବିସିସିଆଇର ନୂଆ ଯାତ୍ରା ନୀତିକୁ ନେଇ ଖୁବ୍ ସମାଲୋଚନା କରାଯାଉଛି। ନିକଟରେ ବିରାଟ କୋହଲି ମଧ୍ୟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଯାହାପରେ ବିସିସିଆଇ ଏହି ନୀତିକୁ ପରିବର୍ତ୍ତନ କରିପାରେ ବୋଲି ଆଶା କରାଯାଉଥିଲା। କିନ୍ତୁ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଭାରତୀୟ…