ଗିରଫ ହେଲେ ବିବାଦୀୟ ୟୁଟ୍ୟୁବର ତପି ମିଶ୍ର
ଭୁବନେଶ୍ୱର: ଗିରଫ ହେଲେ ବିବାଦୀୟ ୟୁଟ୍ୟୁବର ତପି ମିଶ୍ର। ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ପରେ ଗିରଫ କରିଛି ଇନଫୋସିଟି ଥାନା। ଶିବ ତାଣ୍ଡବ ଗୀତକୁ ନେଇ ହୋଇଥିଲା ଅଭିଯୋଗ। ଧମକ ଦେଇ ଦର୍ଶକଙ୍କୁ ଭୟଭୀତ କରୁଥିଲେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା।
ଗତକାଲି ଲେଖିକା ବନସ୍ମିତା…