ଶୁଭଫଳ ପାଇଁ ଏହି ରଙ୍ଗରେ ହୋଲି ଖେଳନ୍ତୁ..
ଭୁବନେଶ୍ବର:ଖୁବ୍ ହର୍ଷ ଉଲ୍ଲାସରେ ପାଳନ କରାଯାଏ ହୋଲି ପର୍ବ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହୋଲିରେ ରାଶି ଅନୁଯାୟୀ ରଙ୍ଗ ବ୍ୟବହାର କଲେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ । ଏହାଦ୍ବାରା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଓ ଧନ ପ୍ରାପ୍ତି ମଧ୍ୟ ହୁଏ।
ତେବେ ଆସନ୍ତୁ ଜାଣିବା କେଉଁ…