ପଖାଳ ଦିବସ ସେଲିବ୍ରେସନ ପାଇଁ ୨୨ ଦେଶକୁ ଓଡ଼ିଶା ସରକାରଙ୍କ ନିବେଦନ
ଭୁବନେଶ୍ୱର: ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳକୁ ଅଧିକ ଲୋକପ୍ରିୟ କରିବା ପାଇଁ ଓଡ଼ିଶା ସରକାର ଅତି କମରେ ୨୨ଟି ଦେଶର ଓଡ଼ିଆ ସଂଗଠନଗୁଡ଼ିକୁ ନିବେଦନ କରିଛନ୍ତି। ସବୁବର୍ଷ ମାର୍ଚ୍ଚ ୨୦ରେ ପଖାଳ ଦିବସ ପାଳନ କରାଯାଇଥାଏ।
ବିଭିନ୍ନ ଦେଶରେ ରହୁଥିବା ଓଡ଼ିଶା ଲୋକଙ୍କ ସଂଗଠନକୁ 'ଓଡିଶା ପରିବାର'…