କେତେ ସମ୍ପତ୍ତିର ମାଲିକ ଥିଲେ ଅଜିତ ପାୱାର…
ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ବାରାମତିରେ ଅବତରଣ କରିବା ସମୟରେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।
ରିପୋର୍ଟ ଅନୁଯାୟୀ, ସେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବାରାମତିରେ ପହଞ୍ଚିଥିଲେ କିନ୍ତୁ ଅବତରଣ ସମୟରେ…