ମନି ଲଣ୍ଡ୍ରିଂ ମାମଲା: ଖଣି ବ୍ୟବସାୟୀ ରତିକାନ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ଇଡି, କ୍ରିପ୍ଟୋ ସ୍କାମ୍ରେ…
ଭୁବନେଶ୍ୱର: ରାଜ୍ୟରେ ଦୁଇଟି ପୃଥକ୍ ବଡ଼ ଧରଣର ଆର୍ଥିକ ଅପରାଧ ଓ ଠକେଇ ମାମଲାରେ ତଦନ୍ତକାରୀ ସଂସ୍ଥାମାନେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗୋଟିଏ ପଟେ ବେଆଇନ ଖଣି କାରବାର ଓ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖଣି ବ୍ୟବସାୟୀ ରତିକାନ୍ତ ରାଉତ ଓରଫ୍ ଜୁଲୁଙ୍କୁ…