୪୮ ଘଣ୍ଟାରେ ୨୩୩.୩ ମିମି. ବର୍ଷାରେ ଭିଜିଲା ପୁରୀ
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମ ବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ଯୋଗୁଁ ଗତ ଦୁଇ ଦିନ ଧରି ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ଏହାରି ମଧ୍ୟରେ ଗୁରୁବାର ଭିଜିଛି ପୁରୀ ବଡ଼ଦାଣ୍ଡ।
ଶ୍ରୀ ଜଗନ୍ନାଥ ମନ୍ଦିରର…