ଲାଇନଚ୍ୟୁତ ହେଲା ନାଗାବଳୀ ଏକ୍ସପ୍ରେସ
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ବିଜୟନଗରମ ରେଳ ଷ୍ଟେସନ ନିକଟସ୍ଥ ଭେଙ୍କଟ ଲକ୍ଷ୍ମୀ ଥିଏଟର ଜଙ୍କସନରେ ବୁଧବାର ଦିନ ନାନ୍ଦେଦ-ସମ୍ବଲପୁର ନାଗାବଳୀ ଏକ୍ସପ୍ରେସର ଏକ ଜେନେରାଲ କୋଚ୍ ଲାଇନଚ୍ୟୁତ ହୋଇଯାଇଛି।
ତେବେ ଟ୍ରେନଟି ଦିନ ୧୧.୪୦ ସମୟରେ ବୋବିଲି ଅଭିମୁଖେ ଯାତ୍ରା କରୁଥିବା ବେଳେ ଏହି…