ଆଇଏଏଫ ଫାଇଟର ଜେଟ୍ ଜାଗୁଆର୍ ଦୁର୍ଘଟଣାଗ୍ରସ୍ତ, ଜଣେ ପାଇଲଟ ନିଖୋଜ
ଗାନ୍ଧୀନଗର: ଜଳିଗଲା ଫାଇଟର ଜେଟ୍ ଜାଗୁଆର୍ । ଆଇଏଏଫ ଫାଇଟର ଜେଟ୍ ଜାଗୁଆର୍ ଦୁର୍ଘଟଣାଗ୍ରସ୍ତ । ବୁଧବାର ବିଳମ୍ବିତ ରାତିରେ ଗୁଜୁରାଟର ଜାମନଗର ନିକଟରେ ଫାଇଟର ଜେଟ୍ ଜାଗୁଆର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଏଣେତେଣେ ଛିଟକି ହୋଇ ପଡିଛି ବିମାନର ଖଣ୍ଡଖଣ୍ଡ ଅଂଶ ।
ଘଟଣାର…