କୁଲ୍ଲୁରେ ଭୂସ୍ଖଳନ: ଚାଲିଗଲା ୬ ଜୀବନ, ଏକାଧିକ ଆହତ
ହିମାଚଳପ୍ରଦେଶ: ରବିବାର ଅପରାହ୍ନରେ କୁଲ୍ଲୁ ଜିଲ୍ଲାର ଧାର୍ମିକ ସହର ମଣିକର୍ଣ୍ଣଠାରେ ଭୂସ୍ଖଳନ ହୋଇଛି । ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ମଣିକର୍ଣ୍ଣ…