ମନ୍ କି ବାତ୍: ଗ୍ରୀଷ୍ମ ଛୁଟି ଏବଂ ଜଳ ସଂଚୟ ଉପରେ ଏପରି କହିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି 'ମନ କି ବାତ'ର ୧୨୦ତମ ସଂସ୍କରଣରେ ମାଧ୍ୟମରେ ଅନେକ ବିଷୟ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଚୈତ୍ର ମାସର ଶୁକ୍ଳ ପକ୍ଷର ପ୍ରତିପଦ ତିଥି । ଆଜିଠାରୁ ଚୈତ୍ର ନବରାତ୍ରି ଆରମ୍ଭ ହେଉଛି ।…