ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା; ୨୬ ପୋଲିସ କର୍ମୀ ଆହତ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ୩୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରି ଫେରୁଥିବା ବେଳେ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଆକ୍ରମଣରେ ଅତି କମରେ ୨୬ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।
ଗତ ଶୁକ୍ରବାର ଦିନ ମୋହନା ଥାନା ଅଧୀନସ୍ଥ ପିଡିକା ଗ୍ରାମରେ ଏହି ଘଟଣା ଘଟିଛି। ପଥର…