ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ ହକି ତାରକା
ଜଳନ୍ଧର: ଭାରତର ଦୁଇ ଷ୍ଟାର ହକି ଖେଳାଳି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଅଲିମ୍ପିଆନ ମନଦୀପ ସିଂ ଓ ମହିଳା ହକି ଟିମର ଡିଫେଣ୍ଡର ଉଦିତା କୌର ବିବାହ କରିଛନ୍ତି । ଜଳନ୍ଧର ମଡେଲ ଟାଉନ ସ୍ଥିତ ଗୁରୁଦ୍ୱାରା ସିଂ ସଭାରେ ସେମାନେ ପାରମ୍ପାରିକ ରୀତିନୀତିରେ ବିବାହ କରିଥିଲେ । ଭାରତୀୟ ହକି…