ମୁହାଁମୁହିଁ ମାଓବାଦୀ-ସୁରକ୍ଷାକର୍ମୀ, ୨ ମାଓବାଦୀ ନିହତ, ଜଣେ ଯବାନ ସହିଦ
ମାଲକାନଗିରି: ମାଲକାନଗିରି ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳିବିନିମୟ । ଛତିଶଗଡ ବିଜାପୁର ଜିଲ୍ଲା ଗଙ୍ଗପୁର ଜଙ୍ଗଲରେ ଜୋରଦାର ଫାୟାରିଂ । ପୋଲିସ ଏନ୍କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିପାତ ହୋଇଥିବା ବେଳେ ଜଣେ ଡିଆରଜି ଯବାନ ସହିଦ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ବିଜାପୁର ଏସପି ।…