ଏଥର ନିଜ ସାଥି ସହ ରୋମାଣ୍ଟିକ ଟ୍ରିପରେ ଯାଆନ୍ତୁ ଭାରତର ଏହି ସ୍ଥାନକୁ…
ଭୁବନେଶ୍ଵର: ପ୍ରାକୃତିକ ସୌନ୍ଦର୍ଯ୍ୟ ବିମଣ୍ଡିତ ମନୋରମ ପର୍ଯ୍ୟଟନ ସ୍ଥଳୀ ବୁଲିବା କାହାକୁ ବା ଭଲ ଲାଗେନା । ଅନେକ ଲୋକେ କାର୍ଯ୍ୟବ୍ୟସ୍ତତାରୁ ବାହାରି ଟିକିଏ ରିଲାକ୍ସ ହେବାକୁ ବିଭିନ୍ନ ଦର୍ଶନୀୟ ସ୍ଥାନ ଭ୍ରମଣ କରିଥାନ୍ତି । ନିଜ ଜୀବନସାଥୀ ସହ ପ୍ରକୃତି କୋଳରେ ସମୟ କାଟିବାକୁ ଭଲ ପାଆନ୍ତି…