Latest Odisha News

BREAKING NEWS

ମନୁଷ୍ୟକୁ ଅନ୍ଧାରରେ ରଖୁଛି ଏଆଇ

ନୂଆଦିଲ୍ଲୀ: ଏବେ ଆର୍ଟିଫିସିଆଲ ଇଂଟେଲଜେନ୍ସିର ଯୁଗ । ଆତ୍ମ ପ୍ରଶଂସାରେ ବିଭୋର ମନୁଷ୍ୟ ଏଆଇ କବଳରେ ପଡିବା ଆରମ୍ଭ କରିଛି । ଆଉ ଏଆଇ ମଧ୍ୟ ଏହାର ଫାଇଦା ଉଠାଉଛି । ଏକ ରିପୋର୍ଟ ଅନୁସାରେ ଏଆଇ ପରୋକ୍ଷରେ ମନୁଷ୍ୟକୁ ମିଛ ପ୍ରଶଂସା କରି ବାନ୍ଧି ରଖୁଛି । ଏପରିକି ୟୁଜର୍ସ କୌଣସି ଭୁଲ କରୁଥିଲେ…

Campus Drug free: କଲେଜ କ୍ୟାମ୍ପସକୁ କରାଯିବ ନିଶାମୁକ୍ତ; ନିଯୁକ୍ତ ହେବେ ଆଣ୍ଟି ଡ୍ରଗ୍ ଇନ୍ସପେକ୍ଟର

ଭୁବନେଶ୍ବର: ପ୍ରତି କ୍ୟାମ୍ପସ୍‌ରେ ଆଣ୍ଟି ଡ୍ରଗ ଇନ୍ସପେକ୍ଟର ନିଯୁକ୍ତ ହେବେ। କଲେଜ ଏବଂ ବିଶ୍ବ ବିଦ୍ୟାଳୟର ଜଣେ ଅଧ୍ୟାପକ କିମ୍ବା ଅଧ୍ୟାପିକାଙ୍କୁ ମଧ୍ୟ ଏନେଇ ଦାୟିତ୍ବ ଦିଆଯିବ। କ୍ୟାମ୍ପସ୍‌କୁ ନିଶାମୁକ୍ତ କରିବାକୁ ସରକାରଙ୍କ ପ୍ରୟାସ ଆରମ୍ଭ କରିବେ । ଏନେଇ ୟୁଜିସି ପକ୍ଷରୁ…

Nuapada Bypoll: ନୂଆପଡ଼ା ଉପନିର୍ବାଚନ: ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ କଡ଼ା ଟକ୍କର

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ଜିଲ୍ଲାରେ ଗାଁ ଠୁ ସହର ଚଲଚଞ୍ଚଳ ହୋଇଛି । ଦିନ ରାତି ଏକ କରି ତିନି ପ୍ରମୁଖ ଦଳ ଜୋରସୋରରେ ପ୍ରଚାର ଚଳାଇଛନ୍ତି । କଂଗ୍ରେସ ପାଞ୍ଚ ନ୍ୟାୟର ନାରା ଦେଇ ମୈଦାନକୁ ଓହ୍ଲାଇଥିବା ବେଳେ ବିଜେଡି ନବୀନ ସରକାରଙ୍କ ବିକାଶ କଥା କହି ପ୍ରଚାର କରୁଛି । ସେହିପରି…

Gold Mine: ଭାରତରେ ମିଳିଲା ବଡ଼ ସୁନାଖଣି

ଜୟପୁର: ଭାରତକୁ କୁହାଯାଏ ସୁନାର ଦେଶ । କାହିଁକି ନା ଆମ ଦେଶର ମାଟିତଳେ ଅନେକ ସମ୍ପତ୍ତି ରହିଛି । ସେଥିପାଇଁ ଭାରତକୁ ମୋଗଲ ଓ ଇଂରେଜମାନେ ବାରମ୍ବାର ଆକ୍ରମଣ କରି ସୁନା ଗହଣା ଲୁଟ କରି ନେଉଥିଲେ । ବର୍ତ୍ତମାନ ସମୟରେ ବି ଭାରତରେ ବହୁତ ମାତ୍ରାରେ ଭୂ ସମ୍ପତ୍ତି ରହିଛି । ଏବେ ଭାରତରେ ବଡ…

କ’ଣ ଏହି Rare Earth Elements, କିପରି ନିୟନ୍ତ୍ରଣ କରୁଛି ଚୀନ…ଭାରତ ପାଖରେ ଅଛିକି…

ନୂଆଦିଲ୍ଲୀ: ବୁସାନରେ ଅନୁଷ୍ଠିତ ଏସିଆ-ପ୍ରଶାନ୍ତ ମହାସାଗରୀୟ ଆର୍ଥିକ ସହଯୋଗ (APEC) ଶିଖର ସମ୍ମିଳନୀ ଅବସରରେ ପ୍ରାୟ ଦୁଇ ଘଣ୍ଟାର ଧରି ଆଲୋଚନା ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ବିରଳ ପୃଥିବୀ ଯୋଗାଣ ଉପରେ ଏକ ବର୍ଷ ପାଇଁ ଏକ ଚୁକ୍ତି ସ୍ୱାକ୍ଷର…

Air pollution: ବିଷ ପାଲଟିଛି ରାଜଧାନୀ ବାୟୁ, ଅନେକ ସ୍ଥାନରେ ଏକ୍ୟୁଆଇ ୪୦୦ ପାର୍

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କୁ ଡରାଇଲାଣି ବାୟୁ ପ୍ରଦୂଷଣ। ରାଜଧାନୀର ବାୟୁ ପ୍ରଦୂଷଣ ଉପରମୁହାଁ। ନିଶ୍ୱାସ, ପ୍ରଶ୍ୱାସ ନେବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଲୋକେ। ଗତ କିଛି ଦିନ ଧରି ଅଧିକାଂଶ ଅଞ୍ଚଳ ରେଡ୍ ଜୋନରେ ରହିଛି। ପ୍ରଦୂଷଣ ସ୍ଥିତି ଏତେ ଭୟଙ୍କର ହୋଇଛି ଯେ ଏହା ସ୍ପଷ୍ଟ ଭାବରେ…

ନଭେମ୍ବର ପହିଲାରୁ ତହସିଲ ଅଫିସରେ ହେବ ଜମି କିଣାବିକା

ଭୁବନେଶ୍ବର: ଏଣିକି ଜମି କିଣାବିକା ନେଇ ସୃଷ୍ଟି ହେଉଥିବା ସମସ୍ୟା ଦୂର ହେବ। ନଭେମ୍ବର ୧ ରୁ ତହସିଲ ଅଫିସରେ ଜମି କିଣାବିକା ହୋଇ ପାରିବ ହୋଇପାରିବ। ପ୍ରଥମେ ୪୪ଟି ତହସିଲ ଅଫିସରେ ଜମି କିଣାବିକା ଆରମ୍ଭ ହେବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଏହାପରେ…

ଗୌହାଟୀ ଟେଷ୍ଟରେ ଆଗ ଟି ବ୍ରେକ, ତାପରେ ଲଂଚ

ଗୌହାଟୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧୪ ନଭେମ୍ବରରୁ ଆରମ୍ଭ ହେବ । ଦ୍ୱିତୀୟ ଟେଷ୍ଟ ୨୨ ନଭେମ୍ବରରୁ ଗୌହାଟୀରେ ଖେଳାଯିବ । ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁସାରେ ପ୍ରଥମ ଥର ପାଇଁ ଭାରତରେ ଆଗ ଟି ବ୍ରେକ ଏବଂ ପରେ ଲଂଚର ବ୍ୟବସ୍ଥା କରାଯାଇଛି ।…

Cyclone Montha Damage: ‘ଚାଲିଛି ବାତ୍ୟା ମୋନ୍ଥାର କ୍ଷୟକ୍ଷତି ଆକଳନ, ଖୁବଶୀଘ୍ର ମିଳିବ କ୍ଷତିଗ୍ରସ୍ତଙ୍କୁ…

ଭୁବନେଶ୍ବର: ଚାଲିଯାଇଛି ବାତ୍ୟା ମୋନ୍ଥା, ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ଫସଲ କ୍ଷୟକ୍ଷତି ଘଟାଇଛି । ପଶ୍ଚିମରୁ ଦକ୍ଷିଣ ଓ ଉତ୍ତରରୁ ଉପକୂଳ ଓଡ଼ିଶା, ସବୁଆଡ଼େ ପ୍ରଭାବିତ ହୋଇଛି ଧାନ ଚାଷ । ତିନି ଦିନର ଲଗାଣ ବର୍ଷାରେ ବ୍ୟାପକ କ୍ଷତି ହୋଇଛି । ଯାହା ଏବେ ଚାଷୀ ପାଇଁ ଚିନ୍ତାର ବିଷୟ…

Student Swallowing Pin: ନୋଟିସ୍‌ ବୋର୍ଡ଼ରେ ଲାଗିଥିବା ପିନ୍‌ ନେଲା ଛାତ୍ରଙ୍କ ଜୀବନ

ଫୁଲବାଣୀ: ନୋଟିସ୍‌ ବୋର୍ଡ଼ରେ ଲାଗିଥିବା ଗୋଟିଏ ପିନ୍‌ ନେଲା ଛାତ୍ରଙ୍କ ଜୀବନ। ଏହି ପିନ୍ ଗିଳି ଛାତ୍ରଟିର ମୃତ୍ୟୁ ହୋଇଛି । ଘଟଣାର ପ୍ରାୟ ଏକ ସପ୍ତାହ ପରେ କଟକ ଶିଶୁ ଭବନରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ର ଫୁଲବାଣୀ ବ୍ଲକ ଅନ୍ତର୍ଗତ ଧାବାତାଟା ଓଡ଼ିଶା ଆଦର୍ଶ…