Latest Odisha News

BREAKING NEWS

ଆହୁରି ଶକ୍ତିଶାଳୀ ହେବ ସାମୁଦ୍ରିକ ସୁରକ୍ଷା, ଭାରତୀୟ ନୌସେନା ପାଇଲା ଡାଇଭିଂ ସପୋର୍ଟ ଜାହାଜ ‘ନିପୁଣ’

ନୂଆଦିଲ୍ଲୀ: ଭାରତୀୟ ନୌସେନା ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ହିନ୍ଦୁସ୍ତାନ ସିପୟାର୍ଡ ଲିମିଟେଡ୍ (HSL) ଦ୍ୱାରା ନିର୍ମିତ ଦ୍ୱିତୀୟ ଡାଇଭିଂ ସପୋର୍ଟ ଜାହାଜ (DSV) 'ନିପୁଣ', ବିଶାଖାପାଟଣାରେ ଭାରତୀୟ ନୌସେନାକୁ ହସ୍ତାନ୍ତର କରାଯାଇଛି। ଏହି ଜାହାଜଟି…

ଦୁଗ୍ଧ କ୍ଷେତ୍ରରେ ଓମ୍‌ଫେଡ୍‌‌କୁ ମିଳିଲା ଜାତୀୟ ପୁରସ୍କାର

ଭୁବନେଶ୍ୱର: ଜାତୀୟ ସ୍ତରରେ ସମ୍ମାନିତ ହେଲା ଓଡ଼ିଶାର ନିଜସ୍ୱ ବ୍ରାଣ୍ଡ୍‌ ଓମ୍‌ଫେଡ୍‌। ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଅନୁଷ୍ଠିତ 'Indian Dairy Expo 2026' ରେ 'Excellence in Milk Procurement & Dairy Development' ପାଇଁ OMFED କୁ ମିଳିଲା ସର୍ବୋଚ୍ଚ ପ୍ରଥମ…

ରାଜ୍ୟରେ ବନ୍ୟା ବିତ୍ପାତ: ୨୦ ଜିଲ୍ଲାର ୭ ଲକ୍ଷରୁ ଅଧିକ ଲୋକ ବନ୍ୟା ପ୍ରଭାବିତ

ଭୁବନେଶ୍ୱର: ରାଜ୍ୟରେ ବେହାଲ କରିଛି ଲଗାଣ ବର୍ଷା। ଲଗାଣ ବର୍ଷା ଯୋଗୁଁ ବନ୍ୟା ସୃଷ୍ଟି ହୋଇଛି। ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ପାଣି ଖସିଛି। ତଥାପି ୨୧ ଗାଁ ଏବେ ବି ପାଣି ଘେରରେ। ବନ୍ୟା ବିତ୍ପାତରେ ରାଜ୍ୟର ପ୍ରାୟ ୭ଲକ୍ଷ ଲୋକ ପ୍ରଭାବିତ। ଜନଜୀବନ ଅସ୍ତବ୍ୟସ୍ତ।…

ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ୫ ଜିଲ୍ଲାକୁ ହାଇଆଲର୍ଟ, ୪ ଜିଲ୍ଲାରେ ସ୍କୁଲ୍‌ ଛୁଟି ଘୋଷଣା

ଭୁବନେଶ୍ବର: ରାଜ୍ୟରେ ବେହାଲ କରିଛି ଲଗାଣ ବର୍ଷା। ଲଗାଣ ବର୍ଷା ଏବଂ ମହାନଦୀର ଉପରମୁଣ୍ଡ ଅଞ୍ଚଳରୁ ବଢ଼ିଥିବା ଜଳପ୍ରବାହ ଯୋଗୁଁ ତଳିଆ ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ରାଜ୍ୟର ୪ଟି ଜିଲ୍ଲାରେ ସ୍କୁଲ୍‌ ଛୁଟି ଘୋଷଣା…

ସଂସଦରେ ଆଣ୍ଟି ପେପର୍ ଲିକ୍ ବିଲ୍ ପାସକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

ଭୁବନେଶ୍ୱର: ସଂସଦରେ ଆଣ୍ଟି ପେପର୍ ଲିକ୍ ବିଲ୍ ପାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି। ଆଉ ଏକ ଇନ୍‌ଷ୍ଟା ଭିଡିଓ କରି ସଂଶୋଧନ ନିୟମକୁ ପ୍ରଶଂସା କଲେ। ମୋଦି କହିଲେ, ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇଛି। ପରୀକ୍ଷା ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ…

ମହାନଦୀରେ ମାଡ଼ି ଆସୁଛି ବନ୍ୟା: ସ୍ଥିତି ଗମ୍ଭୀର, ମୁଣ୍ଡଳୀରେ ପହଞ୍ଚିପାରେ ୯.୫ ଲକ୍ଷ କ୍ୟୁସେକ୍ ଜଳ

ଭୁବନେଶ୍ୱର: ଲଗାଣ ବର୍ଷାରେ ବେହାଲ ଓଡିଶା। ପାଣି ଘେରରେ ଶହ ଶହ ଗାଁ। ଉପରମୁଣ୍ଡ ଅଞ୍ଚଳରେ ଲଗାଣ ବର୍ଷା ପରେ ଉତ୍ତର ଓଡ଼ିଶାର ବନ୍ୟା ପରିସ୍ଥିତି ଜଟିଳ ହୋଇପଡ଼ିଛି। ବୈତରଣୀ, ବୁଢ଼ାବଳଙ୍ଗ ଓ ସାଳନ୍ଦୀ ନଦୀର ଜଳସ୍ତର ବଢ଼ିବା ସହ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଅନ୍ୟପଟେ ମହାନଦୀରେ ମାଡ଼ି…

ମହାନଦୀ ଟେବୁଲରେ ପୁଣି ମୁହାଁମୁହିଁ ହେବେ ଓଡ଼ିଶା-ଛତିଶଗଡ଼: ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ବୟାନ ବଢ଼ାଇଲା ଉତ୍କଣ୍ଠା

ଭୁବନେଶ୍ୱର: ରାଜ୍ୟର ଜୀବନରେଖା କୁହାଯାଉଥିବା ମହାନଦୀକୁ ନେଇ ଏବେ ପୁଣି ଥରେ ରାଜ୍ୟ ରାଜନୀତି ଏବଂ ପ୍ରଶାସନିକ ସ୍ତରରେ ହଲଚଲ ସୃଷ୍ଟି ହୋଇଛି। ଦୀର୍ଘ ୧୦ ବର୍ଷ ଧରି ଲାଗି ରହିଥିବା ନୀରବତା ଭାଙ୍ଗିବାକୁ ଯାଉଛି। ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଥିବା ବହୁଚର୍ଚ୍ଚିତ ମହାନଦୀ ଜଳ ବିବାଦର…

ଦିଲ୍ଲୀପ ରାଉତରାୟଙ୍କ ଅବସର ପରେ କିଏ ହେବେ ଭଦ୍ରକର ନୂଆ ଜିଲ୍ଲାପାଳ? ଶେଷ ହେଲା ସସ୍ପେନ୍ସ, ବାଜିଲା ମୋହର

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ପ୍ରଶାସନିକ ସ୍ତରରେ ଏକ ବଡ଼ ଧରଣର ପରିବର୍ତ୍ତନ ଘଟିଛି। ଆଗାମୀ ଦିନରେ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଜଣେ ଯୁବ ତଥା ଦକ୍ଷ ପ୍ରଶାସକଙ୍କ ଉପରେ ଆସ୍ଥା ପ୍ରକଟ…

ରାଜ୍ୟରେ ଗମ୍ଭୀର ବନ୍ୟା ପରିସ୍ଥିତିକୁ ମୁକାବିଲା କରିବାରେ ବିଫଳ ରାଜ୍ୟ ସରକାର: ନବୀନ

ଭୁବନେଶ୍ଵର: ବନ୍ୟାରେ ରାଜ୍ୟ ଉବୁଟୁବୁ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଥିବାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ କହିଛନ୍ତି, ବନ୍ୟା କାରଣରୁ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି । ହେଲେ ରାଜ୍ୟ ସରକାର ବନ୍ୟା ପରିସ୍ଥିତିକୁ ମୁକାବିଲା…

ମାଇଲେଜ୍ କମୁଛି, ଦାମ୍ କମୁନି! E20 ପେଟ୍ରୋଲ ଉପରେ ଉଠୁଥିବା ପ୍ରଶ୍ନର ଖୁଲାସା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତ ସରକାର ଦେଶରେ E20 ପେଟ୍ରୋଲ (୨୦ ପ୍ରତିଶତ ଇଥାନଲ୍ ମିଶ୍ରିତ ପେଟ୍ରୋଲ) କୁ ବ୍ୟାପକ ଭାବରେ ଲାଗୁ କରୁଛନ୍ତି। ତେବେ ଲୋକଙ୍କ ମନରେ ଏକ ବଡ଼ ପ୍ରଶ୍ନ ଉଠୁଛି ଯେ, ଯଦି ପେଟ୍ରୋଲରେ ୨୦% ଇଥାନଲ୍ ମିଶାଯାଉଛି, ତେବେ ପେଟ୍ରୋଲର ଦାମ୍ ଶସ୍ତା କାହିଁକି ହେଉନାହିଁ? ଏହାଦ୍ୱାରା…