Latest Odisha News

BREAKING NEWS

ଯାଜପୁରରେ ବନ୍ୟା ସ୍ଥିତି ଗମ୍ଭୀର: ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଅଗଷ୍ଟ ୧୮ରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ

ଯାଜପୁର: ରାଜ୍ୟରେ ଲଗାଣ ବର୍ଷା ଓ ଉପରମୁଣ୍ଡରୁ ଆସୁଥିବା ବନ୍ୟା ଜଳ କାରଣରୁ ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୧୮ ତାରିଖରେ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ…

ସିଏଜି ରିପୋର୍ଟ ପରେ ତତ୍ପର ରେଳ ମନ୍ତ୍ରଣାଳୟ: ଯାତ୍ରୀଙ୍କୁ ସୁରକ୍ଷିତ ପାନୀୟ ଜଳ ଯୋଗାଇବାକୁ ଆରମ୍ଭ ହେବ…

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ନିଜର ଲକ୍ଷ ଲକ୍ଷ ଯାତ୍ରୀମାନଙ୍କୁ ସୁରକ୍ଷିତ ଏବଂ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ନିକଟରେ କମ୍ପ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲଙ୍କ ଏକ ରିପୋର୍ଟରେ ଦେଶର ଅନେକ ରେଳ ଷ୍ଟେସନରେ ଥିବା ପାନୀୟ ଜଳରେ ମାରାତ୍ମକ…

ହକି ବିଶ୍ୱକପ ୨୦୨୬: ଇଂଲଣ୍ଡ ନିକଟରୁ ୨-୪ ଗୋଲରେ ପରାଜିତ ହେଲା ଭାରତ

ଆମ୍ସଟରଡାମ୍ : ପୁରୁଷ ହକି ବିଶ୍ୱକପ ୨୦୨୬ର ପୁଲ୍-ଡିର ରୋମାଞ୍ଚକର ମ୍ୟାଚରେ ଭାରତୀୟ ହକି ଟିମ୍ ଇଂଲଣ୍ଡ ନିକଟରୁ ୨-୪ ଗୋଲରେ ପରାଜିତ ହୋଇଛି । ପ୍ରଥମାର୍ଦ୍ଧରେ ୨-୧ ଗୋଲରେ ଆଗୁଆ ଥାଇ ମଧ୍ୟ ଦ୍ୱିତୀୟାର୍ଦ୍ଧରେ ଭାରତୀୟ ଦଳ ନିଜର ନିୟନ୍ତ୍ରଣ ହରାଇ ଏହି ପରାଜୟ ବରଣ କରିଛି  । ମ୍ୟାଚର ୧୩ଶ…

Odisha Vigilance: ୪୨ ଲକ୍ଷର ଅନିୟମିତତା ଅଭିଯୋଗରେ ପ୍ୟାକ୍ସ ସଂପାଦକ ଗିରଫ

ଭୁବନେଶ୍ବର:୪୨ ଲକ୍ଷର ଅନିୟମିତତା ଅଭିଯୋଗରେ ପ୍ୟାକ୍ସ ସଂପାଦକଙ୍କୁ ଗିରଫ କଲା ଭିଜିଲାନ୍ସ । ସରକାରୀ ଧାନ ପାଣ୍ଠିର ଅପବ୍ୟବହାର କରି ୪୨.୩୧ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ତୁଷୁରା ପ୍ୟାକ୍ସର ପୂର୍ବତନ ସମ୍ପାଦକଙ୍କୁ ଭିଜିଲାନ୍ସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା…

ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କୁ ହତ୍ୟା; ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ପାରଳାଖେମୁଣ୍ଡି:ପତ୍ନୀ ହତ୍ୟା ମାମଲାର ବିଚାର କରି ସୋମବାର ଗଜପତି ଜିଲ୍ଲା କୋର୍ଟ ଇଲାମ ଦଳବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ୍ୟ କରିଛନ୍ତି । ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେବା ସହ ସହ ୧୫ହଜାର ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ଝିଅର ଚିକିତ୍ସାକୁ ନେଇ…

ରୋନାଲ୍ଡୋଙ୍କ ବଡ଼ ସଙ୍କେତ: ଚଳିତ ସିଜନ୍ ହୋଇପାରେ କ୍ୟାରିୟରର ଶେଷ ବର୍ଷ

ନୂଆଦିଲ୍ଲୀ:ଫିଫା ବିଶ୍ୱକପ ୨୦୨୬ରେ ପର୍ତୁଗାଲର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିଶ୍ୱର ଅନ୍ୟତମ ମହାନ ଫୁଟବଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଅବସର ନେଇ ଗୁଜବ ଉଠିଥିଲା । ସେ ମଧ୍ୟ ଫଳାଫଳ ନେଇ ନିରାଶ ହୋଇ ପଡିଥିଲେ । ରୋନାଲ୍ଡୋ ନିଜର ଚମତ୍କାର ଫୁଟବଲ୍ କ୍ୟାରିୟରର ଅନ୍ତ ନେଇ ବଡ଼ ସଙ୍କେତ…

ISI-backed terror plot foiled:ସ୍ୱାଧୀନତା ଦିବସ ପୂର୍ବରୁ ISI-ସମର୍ଥିତ ଶାହଜାଦ୍ ଭଟ୍ଟି ନେଟୱାର୍କର ୨୦୦ରୁ ଅଧିକ…

ନୂଆଦିଲ୍ଲୀ:ସ୍ୱାଧୀନତା ଦିବସ ପୂର୍ବରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ISI-ସମର୍ଥିତ'ଶାହଜାଦ୍ ଭଟ୍ଟି ନେଟୱାର୍କ'ବିରୁଦ୍ଧରେ ଏକ ବଡ଼ ଧରଣର ଅଭିଯାନ ଚଳାଇଛନ୍ତି। ୧୪ଟି ରାଜ୍ୟରେ କରାଯାଇଥିବା ଏହି ଅଭିଯାନରେ ଶାହଜାଦ୍ ଭଟ୍ଟି ନେଟୱାର୍କ ସହ ଜଡ଼ିତ ୨୦୦ରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ…

ବିଶ୍ୱ ଟେଷ୍ଟ କ୍ରିକେଟ୍: ଶତକ ବିନା ସର୍ବାଧିକ ରନ୍ କରିଥିବା ଟପ୍-୩ ବ୍ୟାଟର

ଗାଲେ: ଟେଷ୍ଟ କ୍ରିକେଟରେ ଏ ଭଳି କେତେକ ବ୍ୟାଟ୍ସମ୍ୟାନ ଅଛନ୍ତିି ଯେଉଁମାନେ ଦଳର ଆବଶ୍ୟକତା ଅନୁସାରେ ଭଲ ରନ ସଂଗ୍ରହ କରିଛନ୍ତି । ତେବେ ସେମାନେ ଶତକ ହାସଲରେ ଅଳ୍ପକେ ରହିଛନ୍ତି । ଆସନ୍ତୁ ଜାଣିବା ଏ ଭଳି କେତେକ ବ୍ୟାଟ୍ସମ୍ୟାନଙ୍କ ସମ୍ପର୍କରେ.. ।  ଭାରତ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ…

ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍‌ସିପ୍ : ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ

ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍‌ସିପ୍‌ରେ ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ପି.ଭି. ସିନ୍ଧୁ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛନ୍ତି। ମହିଳା ସିଙ୍ଗଲ୍ସର ପ୍ରଥମ ରାଉଣ୍ଡରେ ସେ ଆୟରଲ୍ୟାଣ୍ଡର ସୋଫିଆ ନୋବେଲଙ୍କୁ ସିଧାସଳଖ ୨୧-୭, ୨୧-୧୧ ଗେମ୍‌ରେ ପରାସ୍ତ କରି…

ଶ୍ରୀଲଙ୍କା ୨୮୪ ରନରେ ଅଲଆଉଟ୍, ଭାରତକୁ ୧୭୮ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ

ଗାଲେ: ଗାଲେରେ ଖେଳାଯାଉଥିବା ଭାରତ ଓ ଶ୍ରୀଲଙ୍କା ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଶ୍ରୀଲଙ୍କାର ପ୍ରଥମ ଇନିଂସ ୨୮୪ ରନରେ ସୀମିତ ରହିଛି । ଏହା ସହିତ ପ୍ରଥମ ଇନିଂସ ଆଧାରରେ ଭାରତ ୧୭୮ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ଖରାପ ଆଲୋକ ଓ ବର୍ଷା ଯୋଗୁଁ ତୃତୀୟ ଦିନର ଖେଳ ନିର୍ଦ୍ଧାରିତ…