ପଲାଶଙ୍କ ବିରୋଧରେ ୪୦ ଲକ୍ଷର ଠକେଇ ଅଭିଯୋଗ
ନୂଆଦିଲ୍ଲୀ: ସ୍ମୃତି ମନ୍ଧାନାଙ୍କ ସହ ବିବାହ ଭାଙ୍ଗିବା ପରେ ସଂଗୀତଜ୍ଞ ତଥା ଚଳଚ୍ଚିତ୍ର ନିର୍ମାତା ପଲାଶ ମୁଛଲ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ବିରୋଧରେ ୪୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆସିଛି।
ତେବେ ପଲାଶ ଏହି ମାମଲାରେ ନିଜର ନୀରବତା ଭାଙ୍ଗିବା ସହ ପ୍ରତିକ୍ରିୟା ରଖିଛନ୍ତି।…