ସଡ଼କ ଦୁର୍ଘଟଣାରେ ଆସିଲା ଚିନ୍ତାଜନକ ରିପୋର୍ଟ; ଗତ ୫ ବର୍ଷରେ ଯାଇଛି ୧.୮ ଲକ୍ଷ ପଦଚାରୀଙ୍କ ଜୀବନ
ନୂଆଦିଲ୍ଲୀ: ଦେଶରେ ସଡ଼କ ଦୁର୍ଘଟଣାକୁ ନେଇ ଆସିଲା ଆଶ୍ଚର୍ଯ୍ୟ କଲା ପରି ରିପୋର୍ଟ । କେନ୍ଦ୍ର ସରକାରଙ୍କ ତରଫରୁ ଜାରି ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୧୯ରୁ ୨୦୨୪ ମଧ୍ୟରେ ସଡ଼କ ଦୁର୍ଘଟଣାରେ ୧.୮ ଲକ୍ଷ ପଦଚାରୀଙ୍କ ମୃତ୍ୟୁ ଘଟିଛି । ମୋଟ୍ ପଦଚାରୀଙ୍କ ମୃତ୍ୟୁ ସଂଖ୍ୟାର ୩୧% ଜାତୀୟ…