୧୪୧ ବଲରେ ଦ୍ୱିଶତକ ମାରିଲେ ପୃଥ୍ୱୀ ଶ
ନୂଆଦିଲ୍ଲୀ: ଭାରତର ପୂର୍ବତନ ୧୯ ବର୍ଷରୁ କମ କ୍ରିକେଟର ଅଧିନାୟକ ପୃଥ୍ୱୀ ଶ ଆଜି ରଣଜୀ ଟ୍ରଫିରେ ଝଡ ସୃଷ୍ଟି କରିଛନ୍ତି । ମହାରାଷ୍ଟ୍ର ପକ୍ଷରୁ ଖେଳୁଥିବା ପୃଥ୍ୱୀ ଚଣ୍ଡୀଗଡ ବିପକ୍ଷରେ ମାତ୍ର ୧୪୧ ବଲରେ ଦ୍ୱିଶତକ ହାସଲ କରିଥିଲେ । ରଣଜୀ ଟ୍ରଫି ଇତିହାସରେ ତୃତୀୟ ଦ୍ରୁତ ଦ୍ୱିଶତକ ହାସଲକାରୀ…