Latest Odisha News

BREAKING NEWS

ବାତ୍ୟା ଆସିନି ମାର୍କେଟରୁ ଗାୟବ ଆଳୁ, କଳାବଜାରୀ ନକରିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ବତ୍ୟା ନ ଆସୁଣୁ ବଜାରରୁ ଆଳୁ ଗାୟବ ହୋଇଯାଇଥିବା ଦେଖିବାକୁ ମିଳିଛି । ଶନିବାର ସକାଳୁ ନେଇ ବର୍ତ୍ତମାନ ସୁଦ୍ଧା କୋଲକାତାରୁ ଭୁବନେଶ୍ୱରକୁ କୌଣସି ଆଳୁ ଗାଡ଼ି ଆସିନି । ଫଳରେ ଆଳୁର ଅଭାବ ଚିନ୍ତା ସମସ୍ତଙ୍କୁ ଘାରିଛି । ରବିବାର କିଛି ହାଟରେ ଆଳୁ କିଲୋ ପ୍ରତି ୨୫ ଟଙ୍କା ଓ…

ନୌସେନାକୁ ମିଳିବ ବଡ଼ ଶକ୍ତି: CMS-03 ସାଟେଲାଇଟ୍ ଉତକ୍ଷେପଣ କରିବାକୁ ଯାଉଛି IRSO

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଭାରତୀୟ ନୌସେନା ପାଇଁ CMS-03 ଉପଗ୍ରହକୁ ଉତ୍‌କ୍ଷେପଣ କରିବାକୁ ଯାଉଛି। ଏଥିପାଇ LVM-3 ପ୍ରକ୍ଷେପଣ ଯାନକୁ ଶ୍ରୀହରିକୋଟାର ଲଞ୍ଚ ପ୍ୟାଡକୁ ସ୍ଥାନାନ୍ତର କରିଛି। ମୂଳତଃ ଏହା ୨୦୨୪ରେ ଉତ୍‌କ୍ଷେପଣ ପାଇଁ ସ୍ଥିର କରାଯାଇଥିଲା, ଏହାକୁ…

School Admission Rules: ପ୍ରଥମ ଶ୍ରେଣୀ ପାଇଁ ଏବେ ୬ ବର୍ଷ ବୟସ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଏଣିକି ପ୍ରଥମ ଶ୍ରେଣୀ ପାଇଁ ଏବେ ୬ ବର୍ଷ ବୟସ ବାଧ୍ୟତାମୂଳକ। ଦିଲ୍ଲୀ ସରକାର ନିଜର ସରକାରୀ ସ୍କୁଲରେ ଆଡମିସନ୍ ପକ୍ରିୟାକୁ ନେଇ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଶିକ୍ଷା ନିର୍ଦ୍ଦେଶାଳୟ ଶିକ୍ଷଣୀୟ ଅଧିବେଶନ ପାଇଁ ନୂଆ ନିୟମ ଜାରି କରିଛନ୍ତି। ଏହା ଅନୁସାରେ ପ୍ରଥମ…

ମା’ ଓ ଝିଅକୁ ବାନ୍ଧି ବନ୍ଧୁକ ଦେଖାଇ ଲୁଟି ନେଇଗଲେ ୪୦ ଭରି ସୁନା, ୨୫ ଲକ୍ଷ ଟଙ୍କା

ସୁନ୍ଦରଗଡ: ବନ୍ଧୁକ ଦେଖାଇ, ହାତଗୋଡ଼ ବାନ୍ଧି ୪୦ ଭରି ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି l ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ହାଟପଦା ନିକଟରେ ଜଣେ ବ୍ୟବସାୟୀଙ୍କ ଘରେ ପଶି ବନ୍ଧୁକ ଦେଖାଇ ଏହି ଲୁଟ୍ କରିଛନ୍ତି ଦୁର୍ବୃତ୍ତ ମାନେ l ଗତକାଲି ବିଳମ୍ବିତ ରାତିରେ ୫ ମୁଖାପିନ୍ଧା…

IIC Suspended: ଥାନା ଅଧିକାରୀ ନିଲମ୍ବିତ, ବ୍ୟକ୍ତିଙ୍କୁ ଅଟକ ରଖି ଦେଉଥିଲେ ନିର୍ଯାତନା

କଟକ: କଟକ ଟାଙ୍ଗୀ ଥାନା ଅଧିକାରୀ ନିଲମ୍ବିତ । ଥାନା ଅଧିକାରୀ ଶିବ ପ୍ରସାଦ ଭଦ୍ର।ଙ୍କୁ ନିଲମ୍ବନ କଲେ ଡିଜିପି ଯୋଗେଶ ବାହାଦୂର ଖୁରାନିଆ । ଟାଙ୍ଗୀ ଥାନାରେ ଜଣେ ବ୍ୟକ୍ତିଙ୍କୁ ବେଆଇନ୍ ଭାବେ ଅଟକ ରଖିବା ସହ ନିର୍ଯାତନା ଦିଆଯାଇଥିବା ପରିବାର ପକ୍ଷରୁ ସଙ୍ଗୀନ ଅଭିଯୋଗ ହୋଇଥିଲା । ଏହାପରେ…

Weather Update: ବାତ୍ୟା ମୋନ୍ଥା ପ୍ରଭାବ: ଆଜି ଏହି ୯ ଜିଲ୍ଲାରେ ପ୍ରବଳ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ୨୮ ତାରିଖ ସୁଦ୍ଧା ବାତ୍ୟା ରୂପ ନେବ । ଆନ୍ଧ୍ରପ୍ରଦେଶର  କାକିନାଡ଼ା ଓ ୟାନାମ୍‌ ଦେଇ ସ୍ଥଳଭାଗରେ ପ୍ରବେଶ କରିବା ପରେ ସିଧା ମାଲକାନଗିରି ମୁହାଁ  ହେବ ବାତ୍ୟା ମୋନ୍ଥା । ୨୯ ତାରିଖ ଭୋର୍‌ ସମୟରେ ବାଲିମେଳା ଜଳଭଣ୍ଡାର ଦେଇ ପ୍ରବେଶ…

HIV positive in Chaibasa: ଶିଶୁମାନେ ଏଚଆଇଭି ପଜିଟିଭ୍‌ ଚିହ୍ନଟ;ମୁଖ୍ୟମନ୍ତ୍ରୀ ଦେଲେ ନିଲମ୍ବନ ନିର୍ଦ୍ଦେଶ

ରାଞ୍ଚି: ଝାଡଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାରେ ଥିବା ଚାଇବାସା ସରକାରୀ ହସ୍ପିଟାଲରେ ଥାଲାସେମିଆ ପୀଡିତ ଶିଶୁକୁ ଏଚଆଇଭି ସଂକ୍ରମିତ ରକ୍ତ ଦେବା ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଚାଇବାସା ସଦର ହସ୍ପିଟାଲର ସିଭିଲ ସର୍ଜନ ଏବଂ ତାଙ୍କ ସହିତ ଥିବା…

Leopard skin: କଲରାପତରିଆ ବାଘର ଚମଡା ସହ ୨ଅଭିଯୁକ୍ତ ଗିରଫ

ସୋନପୁର:ରବିବାର ଦିନ ସୋନପୁର ଜିଲ୍ଲାରେ ଏକ କଲରାପତରିଆ ବାଘର ଚମଡ଼ା ଜବତ କରିବା ସହ ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ଟୁନିଖାମର ଗ୍ରାମର ପ୍ରକାଶ କନହର (୨୪) ଏବଂ ବୌଦ୍ଧ ଜିଲ୍ଲାର ବୁଡିଖାମର ଗ୍ରାମର ରଞ୍ଜିତ ଭୋକ୍ତା (୩୭) । ଗୁଇନ୍ଦା…

Cyclone Montha: କନ୍ଧମାଳରେ ପ୍ରବଳ ବର୍ଷା ସମ୍ଭାବନା; ୩ ଦିନ ବନ୍ଦ ରହିବ କଳିଙ୍ଗା ଘାଟି କାର୍ଯ୍ୟ

ଫୁଲବାଣୀ: ସମ୍ଭାବ୍ୟ ବାତ୍ୟା ‘ମନ୍ଥା’(Montha) ପାଇଁ କଳିଙ୍ଗା ଘାଟିରେ ଚାଲିଥିବା କାର୍ଯ୍ୟ ୩ ଦିନ ବନ୍ଦ ରଖିବାକୁ କନ୍ଧମାଳ ଜିଲାପାଳ ବେଦଭୂଷଣ ନିର୍ଦ୍ଦେଶ ଦେଇଛନ୍ତି । ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ପାଳନ ହେବ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଓଡ଼ିଶାର…

Cyclone Montha: ଆସୁଛି ବାତ୍ୟା ‘ମୋନ୍ଥା; ଏହି ୮ ଜିଲ୍ଲାରେ ୨ ଦିନ ପାଇଁ ବନ୍ଦ ରହିବ ଅଙ୍ଗନବାଡ଼ି

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ମନ୍ଥା’ ପାଇଁ ଦୁଇ ଦିନ ଅଙ୍ଗନୱାଡିକୁ ଛୁଟି ଘୋଷଣା କଲେ ସରକାର । ୮ ଜିଲ୍ଲାରେ ୨ ଦିନ ପାଇଁ ବନ୍ଦ ରହିବ ଅଙ୍ଗନବାଡ଼ି । ୨୮ ଓ ୨୯ ତାରିଖରେ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର । ରବିବାର ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ ବସି…