ଆଖି ପିଛୁଳାକେ ସବୁ ଶେଷ! କ୍ୟାମେରାରେ କଏଦ ହେଲା ଲ୍ୟାଣ୍ଡସ୍ଲାଇଡର ଲୋମଟାଙ୍କୁରା ଦୃଶ୍ୟ, ଆଖି ସାମ୍ନାରେ ଭାସିଗଲା ତେଲ…
ୱାୟାନାଡ: କେରଳର ୱାୟାନାଡରେ ପୁଣି ଥରେ ଦେଖିବାକୁ ମିଳିଛି ପ୍ରକୃତିର ଭୟଙ୍କର ତାଣ୍ଡବଲୀଳା। ପାହାଡ଼ରୁ ହଠାତ୍ ଖସି ଆସିଥିବା ମାଟି ଅତଡ଼ା କେମିତି ସେକେଣ୍ଡ ଭିତରେ ସବୁକିଛି ଛାରଖାର କରିଦେଇପାରେ ତାର ଏକ ଲୋମଟାଙ୍କୁରା ସିସିଟିଭି ଭିଡିଓ ଏବେ ସାମ୍ନାକୁ ଆସିଛି।
…