ମହାନଦୀରେ ମାଡ଼ି ଆସୁଛି ପ୍ରଥମ ବନ୍ୟା ପାଣି! ହୀରାକୁଦରୁ ଜଳ ନିଷ୍କାସନ ପୂର୍ବରୁ ତଳିଆ ଅଞ୍ଚଳ ପାଇଁ ବଡ଼ ବିପଦ?
ସମ୍ବଲପୁର: ରାଜ୍ୟରେ ଲଗାତାର ଜାରି ରହିଥିବା ପ୍ରବଳ ବର୍ଷା ଏବେ ବଡ଼ ବିପଦର ସଙ୍କେତ ଦେବା ଆରମ୍ଭ କରିଦେଲାଣି। ଛତିଶଗଡ଼ ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା କାରଣରୁ ମହାନଦୀ ଏବେ ଫୁଲିବାରେ ଲାଗିଛି। ଉପରମୁଣ୍ଡରୁ ଲଗାତାର ନୂଆ ପାଣି ଆସିବା ଫଳରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି…