No Reels Allowed: ସରକାରୀ ଅଫିସ୍ରେ ରିଲ୍ସ କଟକଣା; ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର:ସରକାରୀ ଅଫିସ୍ରେ ରିଲ୍ସ କରିବା ଉପରେ ଲାଗିଲା କଟକଣା ।ଗୃହ ବିଭାଗ ଜାରି କଲା କଡା ନିର୍ଦ୍ଦେଶାନାମା । ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନରେ ରିଲ୍ସ କରିବା ଉପରେ କଟକଣା ଲାଗୁ ହୋଇଛି । ଏଥିସହ ସମ୍ବେଦନଶୀଳ ସରକାରୀ ପ୍ରତିଷ୍ଠାନ ପାଇଁ ମଧ୍ୟ ଏହି କଟକଣା ଲାଗୁ ହୋଇଛି ।…