Violence in Manipur: ପୁଣି ମଣିପୁରରେ ତେଜିଲା ହିଂସା; ନାଗା ଗାଁରେ ୯ ଘରେ ଲଗାଇଲେ ନିଆଁ ସଶସ୍ତ୍ର ଦୁର୍ବୃତ୍ତ
ନୂଆଦିଲ୍ଲୀ:ମଣିପୁରରେ ପୁଣିଥରେ ହିଂସା। କାଙ୍ଗପୋକପି ଜିଲ୍ଲାର ଏକ ନାଗା ଗ୍ରାମ ଉପରେ ସଶସ୍ତ୍ର ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ; ଆକ୍ରମଣ ସମୟରେ ସେମାନେ ବହୁ ରାଉଣ୍ଡ ଗୁଳିଚାଳନା କରିବା ସହ ଅତିକମରେ ଆଠରୁ ନଅଟି ଘରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ଯୋଗୁଁ ବ୍ୟାପକ ଆତଙ୍କ ଓ ଉତ୍ତେଜନା…