ନେପାଳରେ ଆଚରଣ ସଂହିତା ଲାଗୁ , ସାଧାରଣ ନିର୍ବାଚନ ମାର୍ଚ୍ଚ ୫ରେ..
ନୂଆଦିଲ୍ଲୀ: ନେପାଳରେ ମାର୍ଚ୍ଚ ୫ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ସଂହିତା ରବିବାର ରାତିରେ ଲାଗୁ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ରବିବାର ନିର୍ବାଚନ କମିଶନଙ୍କ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଅଧିକାରୀ ଜଣକ କହିଛନ୍ତି ଯେ କମିଶନ ରବିବାର କ୍ୟାବିନେଟର…