Air Pollution: ଜହର ପାଲଟିଛି ଦିଲ୍ଲୀ ବାୟୁ, ଅଣନିଶ୍ୱାସୀ ରାଜଧାନୀବାସୀ
ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଥଣ୍ଡା ବୃଦ୍ଧି ପାଇବା ସହିତ ବାୟୁ ଗୁଣବତ୍ତା କ୍ରମଶଃ ବିଷାକ୍ତ ହେବାରେ ଲାଗିଛି। ଦିଲ୍ଲୀରେ ଅନେକ ସ୍ଥାନରେ ଏକ୍ୟୁଆଇ ସ୍ତର ୪୦୦ ଅତିକ୍ରମ କରିଛି। ରବିବାର ସକାଳେ ଆନନ୍ଦ ବିହାରରେ ଏକ୍ୟୁଆଇ ୪୩୦ ରେକର୍ଡ କରାଯାଇଛି। ସେହିପରି ୱାଜିରପୁରରେ ଏହା ୪୦୬ ରହିଛି।…