ବିଡ଼ିଓଙ୍କୁ ମାଡ଼ ଘଟଣା: ଚାରି ଅଟକ
ନୂଆପଡ଼ା: ଆଜି ଜଣେ ବିଡ଼ିଓଙ୍କୁ ଆକ୍ରମଣ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ନୂଆପଡା BDO ରୋହିତ କୁମାର ଭୋଇ ନିଜ କାର୍ଯ୍ୟାଳୟରେ ଥିବା ବେଳେ କିଛି ଦୁର୍ବୁତ୍ତ ଆସି କିଛି ଘଟଣାକୁ ନେଇ ବିଡିଓଙ୍କୁ ଆକ୍ରମଣ କରିଥିଲେ। ପରେ ଘଟଣାର ଖବର ପାଇ ନୂଆପଡା ପୋଲସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ!--StartFragment>…