ରଥ ଉପରେ ଶ୍ରୀଜୀଉଙ୍କ ‘ଅଧର ପଣା’ ନୀତି ସମ୍ପନ୍ନ: ଅତୃପ୍ତ ଆତ୍ମାଙ୍କୁ ମିଳିଲା ମୋକ୍ଷ
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କର ରଥଯାତ୍ରାର ଏକ ପ୍ରମୁଖ ତଥା ରହସ୍ୟମୟ ନୀତି 'ଅଧର ପଣା' ଗତକାଲି (ରବିବାର) ସନ୍ଧ୍ୟାରେ ରଥ ଉପରେ ଭକ୍ତିଭାବପୂର୍ଣ୍ଣ ପରିବେଶରେ ସମ୍ପନ୍ନ ହୋଇଛି। ଆଜି ମହାପ୍ରଭୁଙ୍କ 'ନୀଳାଦ୍ରି ବିଜେ' ଥିବା ବେଳେ ଏହାର ଠିକ୍…