ବକ୍ସ ଅଫିସରେ ଜବରଦସ୍ତ ଇନକମ ପରେ ଏବେ ଓଟିଟିରେ ରିଲିଜ ହେବ ‘ଦେବରା’
ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ଷ୍ଟାରର ଫିଲ୍ମ 'ଦେବରା: ପାର୍ଟ ୱାନ' ବକ୍ସ ଅଫିସରେ ଭଲ ଇନକମ କରିଥିଲା । ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୩୦୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଜୁନିଅର ଏନଟିଆରଙ୍କ ସହିତ ଜାହ୍ନବୀ କପୁର ଏବଂ ସୈଫ…