Latest Odisha News

BREAKING NEWS

ସ୍ବାମୀ ଓ ୬ ପିଲାଙ୍କୁ ଛାଡି ଭିକାରୀ ସହ ଫେରାର୍ ମହିଳା

ଲକ୍ଷ୍ନୌ: ପ୍ରେମରେ ପଡିଲେ ଠିକ୍ ଭୁଲ୍ କିମ୍ବା ଭଲ ମନ୍ଦ କିଛି ବି ଜଣା ପଡିନଥାଏ। ଏପରି ଏକ କାହାଣୀ ଉତ୍ତରପ୍ରଦେଶର ହର୍ଦୋଇରୁ ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ୩୬ ବର୍ଷର ମହିଳା ନିଜ ସ୍ୱାମୀ ଏବଂ ଛଅ ପିଲାଙ୍କୁ ଛାଡି ଜଣେ ଭିକାରୀ ସହ ପଳାଇଛନ୍ତି।…

ଛାଡପତ୍ର ଗୁଜବ ମଧ୍ୟରେ ଚହଲଙ୍କ କ୍ରିପ୍ଟିକ ପୋଷ୍ଟ… 

ନୂଆଦିଲ୍ଲୀ: ଛାଡପତ୍ର ଗୁଜବ ମଧ୍ୟରେ ୟୁଜଭେନ୍ଦ୍ର ଚହଲ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ଟିମ୍ ଇଣ୍ଡିଆ ଖେଳାଳି ଚହଲ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନିଜର ଭାବନା ବାଣ୍ଟିଛନ୍ତି। ଚହଲ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଯେଉଁମାନେ ଶବ୍ଦଠାରୁ ଅଧିକ ଶୁଣିପାରିବେ ସେମାନଙ୍କ…

ସହପାଠୀର ଛୁରାମାଡ଼ରେ ନବମ ଶ୍ରେଣୀ ଛାତ୍ର ଗୁରୁତର

ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ କମର୍ଦ୍ଦା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ କମର୍ଦ୍ଦା ଥାନା ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ଼ ହୋଇଥିବା ଜଣାପଡିଛି । ସ୍କୁଲ ବାର୍ଷିକ ପ୍ରତିଯୋଗିତା ବେଳେ ଅନ୍ୟ ଜଣେ ଛାତ୍ରର ଛୁରାମାଡ଼…

ଡନ ୩ରେ ପ୍ରିୟଙ୍କା !

ମୁମ୍ବାଇ: ଭାରତୀୟ ଫିଲ୍ମ ପ୍ରଶଂସକ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରତ୍ୟାବର୍ତନକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ରିପୋର୍ଟ ମୁତାବକ ଏସଏସ ରାଜମୌଲୀଙ୍କ ୧୦୦୦ କୋଟି ବଜେଟ ଫିଲ୍ମରେ ପ୍ରିୟଙ୍କା ଅଭିନୟ କରିବାକୁ ଯାଉଥିବା ଖବର ପ୍ରକାଶ ପାଇଛି । ଏଥିରେ ମହେଶ ବାବୁଙ୍କ ସହ ସେ…

କୋଭିଡ ପରି ଭୟାନକ ହେବ କି ଏଚଏମପିଭି ?

ନୂଆଦିଲ୍ଲୀ: ଚୀନରେ ବଢିବାରେ ଲାଗିଛି ଏଚଏମପିଭି। ଭାରତରେ ମଧ୍ୟ ସଂକ୍ରମଣ ମାମଲା ସାମନାକୁ ଆସିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୭ରେ ପହଁଚିଛି। ଏହାକୁ କୋଭିଡ ସହ ତୁଳନା କରାଯାଉଥିବା ବେଳେ, ଚିନ୍ତାର କାରଣ ମଧ୍ୟ ପାଲଟିଛି। ରିପୋର୍ଟ ମୁତବକ ଏଚଏମପିଭି କରୋନା ଭଳି ଭୟାନକ ହୋଇପାରେ।…

ଗଡ଼ିଲା ଡବଲ ଡେକର ବସ୍‌, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗଡ଼ିଲା ଡବଲ ଡେକର ବସ।  ଏହି ଡବଲ୍‌ ଡେକର ବସ୍‌ର ଶୁଭାରମ୍ଭ  କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଏହି ବସର ଶୁଭାରମ୍ଭ କରିଛନ୍ତି। ପ୍ରବାସୀ ଭାରତୀୟ ଦିବସର ଉଦ୍‌ଘାଟନ ପୂର୍ବରୁ ୫ଟି ଡବଲ ଡେକର ବସ୍‌ ରାଜଧାନୀରେ…

ଆଦିବାସୀଙ୍କୁ ବଡ ଉପହାର; ଏଣିକି ଡିଜିଟାଲ ପ୍ଲାଟଫର୍ମରେ ଲେଖିହେବ ସାନ୍ତାଳୀ ଲିପି

ଭୁବନେଶ୍ବର: ଏଣିକି ଡିଜିଟାଲ ପ୍ଲାଟଫର୍ମରେ ଲେଖିହେବ ସାନ୍ତାଳୀ ଲିପି । ରାଜ୍ୟ ସରକାରଙ୍କ " ଓଡ଼ିଶା ଭର୍ଚୁଆଲ ଏକାଡେମୀ " ପକ୍ଷରୁ ସଂଚାଳିତ ଏବଂ ବିଶେଷଜ୍ଞଙ୍କ ଦ୍ଵାରା ହୋଇଥିବା ନୂଆ ପ୍ରୟାସ ସଫଳ ହୋଇଛି। ଏବେ ଡିଜିଟାଲ ପ୍ଲାଟଫର୍ମରେ ସାନ୍ତାଳୀ ଲିପି ବି ଲେଖିହେବ । ଏହାଦ୍ୱାରା…

ଆଜାଦ ଟ୍ରେଲର ରିଲିଜ; ଡେବ୍ୟୁ କଲେ ରାସା ଓ ଅମନ

ମୁମ୍ବାଇ: ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ 'ଆଜାଦ'ର ଟ୍ରେଲର ରିଲିଜ ହୋଇଯାଇଛି। ଏହି ଚଳଚ୍ଚିତ୍ରର ଷ୍ଟାର କାଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ 'ଆଜାଦ’ ଫିଲ୍ମ ଏକ ପିରିୟଡିକ ଡ୍ରାମା ଅଟେ  ଯାହାକି ସ୍ୱାଧୀନତା ପୂର୍ବରୁ ଦେଶର କାହାଣୀକୁ ଦର୍ଶାଇଥାଏ। ଏହାର ନିର୍ଦ୍ଦେଶନା ଅଭିଷେକ କପୁର…

କାହିଁକି ଏତେ ଭୟଙ୍କର ଭୂମିକମ୍ପ? ନେଲାଣି ପାଖାପାଖି ୧୦୦ ଜୀବନ!

ନୂଆଦିଲ୍ଲୀ: ଭୟଙ୍କର ଭୂମିକମ୍ପରେ ଥରିଲା ନେପାଳ-ତିବ୍ବତ ସୀମା । ଆଜି ସକାଳୁ ସକାଳୁ ଭୟଙ୍କର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ଲାଗ୍ ଲାଗ୍ ୬ଟି ଭୂମିକମ୍ପ ଝଟକାରେ ଥରିଥିଲା ନେପାଳ ତିବ୍ବତ ସୀମା । ଆଉ ନିମିଶକେ ସବୁ କିଛି ଛାରକାର କରିଦେଇଥିଲା । ଭୂମିକମ୍ପ ଏତେ ଭୟାବହ ଥିଲା ଯେ…

ଏଣିକି ଲୋକଙ୍କୁ ଟୀକାକରଣ କରିବେ ଡେଙ୍ଗୁ-ମ୍ୟାଲେରିଆ ବିସ୍ତାର କରୁଥିବା ମଶା!

ଏବେଠାରୁ ଯଦି ଆପଣଙ୍କୁ ଡେଙ୍ଗୁ କିମ୍ବା ମ୍ୟାଲେରିଆ ବିସ୍ତାର କରୁଥିବା ମଶା କାମୁଡ଼ନ୍ତି, ତେବେ ଆପଣ ସେମାନଙ୍କୁ ମାରନ୍ତୁ ନାହିଁ। ହୁଏତ ଏହା ସମ୍ଭବ ଯେ ଏହି ମଶାମାନେ ଆପଣଙ୍କୁ ଟୀକାକରଣ କରୁଛନ୍ତି। ଏହା ଥଟ୍ଟା ପରି ମନେ ହେଉଥିବା, କିନ୍ତୁ ଏହା ସତ। ବୈଜ୍ଞାନିକମାନେ ଏପରି ଟିକା ତିଆରି…