କେବଳ ପାଣି ପିଇବା ଦ୍ବାରା କିଡନୀର ଷ୍ଟୋନ ଠିକ୍ ହୋଇପାରିବ କି? କ’ଣ କହୁଛନ୍ତି ଏକ୍ସପର୍ଟ..
ନୂଆଦିଲ୍ଲୀ: କିଡନୀରେ ପଥର ହେବ ବର୍ତ୍ତମାନ ଏହା ଏକ ସାଧାରଣ କଥା ହୋଇଗଲାଣି । ବିଶେଷକରି ଅସ୍ୱାସ୍ଥ୍ୟକର ଜୀବନଶୈଳୀ ହେତୁ ଅନେକ ଲୋକଙ୍କ କିଡନୀରେ ପଥର ବଢିବାରେ ଲାଗେ । ଜୁଗ୍ ଜୁଗ୍ ଜିଓ ଅଭିନେତା ମନମିତ ସିଂ ମଧ୍ୟ ପଥର ସହ ଜଡିତ ଏକ ବଡ଼ ଖୁଲାସା କରିଛନ୍ତି ।
ମନମିତ ସିଂ କହିଛନ୍ତି ଯେ…