Latest Odisha News

ବନ୍ଦ ହେବ ଯାତ୍ରାରେ ଅଶ୍ଳୀଳ ନୃତ୍ୟ

ଭୁବନେଶ୍ବର: ଯାତ୍ରାରେ ଆଉ ଚାଲିବନି ଅଶ୍ଳୀଳ ନୃତ୍ୟ। ବନ୍ଦ ହେବ ଖୋଲାଖୋଲି ନଗ୍ନତା ପ୍ରଦର୍ଶନ । ଯାତ୍ରା ପାଇଁ ଆସିବ ଲକ୍ଷ୍ମଣରେଖା । ମନୋରଞ୍ଜନ ନାଁରେ ଅପସଂସ୍କୃତିକୁ ପ୍ରଶ୍ରୟ ଦିଆଯିବନି । ଯାତ୍ରା ମଞ୍ଚରେ ଅଶ୍ଳୀଳ ନାଚ ବନ୍ଦ କରିବାକୁ ଖୁବ୍ ଶୀଘ୍ର ମାର୍ଗଦର୍ଶିକା ଆଣିବାକୁ ଯାଉଛନ୍ତି…

ଫିଲ୍ମ ‘ରାମାୟଣ’ରେ ଲକ୍ଷ୍ମଣ ଭୂମିକାରେ ନଜର ଆସିବେ ଏହି ଅଭିନେତା

ମୁମ୍ବାଇ: ପ୍ରଥମ ଥର ପାଇଁ ରଣବୀର ଏକ ଧାର୍ମିକ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ନୀତେଶ ତିୱାରୀଙ୍କ ଆଗାମୀ ଫିଲ୍ମ 'ରାମାୟଣ'ରେ ରଣବୀର କରୁଛନ୍ତି ଅଭିନୟ। ତେଣି ଏହା ଏବେ ଶିରୋନାମାରେ ରହିଛି । ଫିଲ୍ମରେ ରଣବୀରଙ୍କୁ ପ୍ରଭୁ ରାମଙ୍କ…

ଉତ୍କଟ ହେଉଛି ବେକାରୀ ସମସ୍ୟା, ଚାକିରି ଆଶାରେ ୧୨ ଲକ୍ଷ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ବେକାରୀ ସମସ୍ୟା । ଶିକ୍ଷାଗର ଯୋଗ୍ୟତା ଥାଇ ମଧ୍ୟ ରାଜ୍ୟରେ ୧୨ ଲକ୍ଷ ଯୁବଗୋଷ୍ଠୀ ଏବେ ବି ଚାକିରୀ ଟିକକ ପାଇଁ ଅନେଇ ବସିଛନ୍ତି । କର୍ମ ନିୟୋଜନ ପୋର୍ଟାଲରେ ୧୨ ଲକ୍ଷ ପଞ୍ଜୀକରଣ ହୋଇଥିବା ବେଳେ ସେଥିରୁ ନିଯୁକ୍ତି ପାଇଛନ୍ତି…

ସିନ୍ଦେଙ୍କୁ ଡିମୋସନ୍…ଆଗକୁ ଏସବୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀରୁ ଉପମୁଖ୍ୟମନ୍ତ୍ରୀ ହେଲେ ଏକାନାଥ ସିନ୍ଦେ । ଅଢେଇ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପରେ ଏବେ ଫଡନାବିସଙ୍କ ଡେପୁଟି ଭାବେ କାମ କରିବେ । ଚଉକି ବଦଳ ତ ହେଲା, ତେବେ ସିନ୍ଦେଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ, ଆଗକୁ କଣ ହେବ? ମୁଖ୍ୟମନ୍ତ୍ରୀ ପଦ ଯିବା ପରେ…

୧୪୪୦ ବୋତଲ କଫ୍‌ ସିରପ୍‌ ଜବତ, ୫ ଗିରଫ

ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲାରୁ ବିପୁଳ ପରିମାଣରେ କଫ୍ ସିରପ୍ ଜବତ କଲା ପୋଲିସ। ୧୪୪୦ ବୋତଲ କଫ୍‌ ସିରପ୍‌ ଜବତ ହୋଇଥିବା ବେଳେ ୫ ଜଣଙ୍କୁ ବାନ୍ଧିଲା ପୋଲିସ। ଏହା ସହ କାର୍‌, ସ୍କୁଟି ମଧ୍ୟ ଜବତ କରାଯାଇଛି। ସୂଚନାଯୋଗ୍ୟ ଯେ, କୋଲକାତାରୁ ସମ୍ଭଲପୁରକୁ ୧୪୪୦ ବୋତଲ କଫ୍‌ ସିରପ୍‌…

ସିପାହୀ ଓ କନଷ୍ଟେବଳ ନିଯୁକ୍ତି ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ଓଡିଶା ହାଇକୋର୍ଟ

କଟକ: ଓଡ଼ିଶା ପୋଲିସର ବିଭିନ୍ନ ବାଟାଲିୟନ୍‌ରେ ସିପାହୀ ଓ କନଷ୍ଟେବଳ ନିଯୁକ୍ତି ଉପରେ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ହାଇକୋର୍ଟ । ସିପାହୀ ଓ କନଷ୍ଟେବଳ ପଦ ପାଇଁ ଥିବା ଧାର୍ଯ୍ୟ ସର୍ବାଧିକ ବୟସ ସୀମା ୬ ବର୍ଷ ଅଧିକ ବୃଦ୍ଧି କରିବା ସହ ଏହା କେବଳ ଚଳିତ ଥର ପାଇଁ ଲାଗୁ ହେବ ବୋଲି କୋର୍ଟ…

୧୯ ବର୍ଷରୁ କମ ଏସିଆ କପ କ୍ରିକେଟ: ବୈଭବଙ୍କ ଅର୍ଦ୍ଧଶତକ, ଫାଇନାଲରେ ଭାରତ

ଶାରଜା: ଚଳିତ ୧୯ ବର୍ଷରୁ କମ ଏସିଆ କପ କ୍ରିକେଟ ଫାଇନାଲରେ ଭାରତ ପ୍ରବେଶ କରିଛି । ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭାରତ ୭ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ବୈଭବ ସୂର୍ଯ୍ୟବଂଶର ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୪୬.୨…

ଭରତପୁର ଘଟଣା: ଆରମ୍ଭ ହେଲା ତଦନ୍ତ କମିଶନଙ୍କ ଶୁଣାଣି

ଭୁବନେଶ୍ୱର: ଭରତପୁର ଥାନାରେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ଆରମ୍ଭ ହୋଇଛି ତଦନ୍ତ କମିଶନଙ୍କ ଶୁଣାଣି l ଚିତରଞ୍ଜନ ଦାସ କମିସନଙ୍କ ନେତୃତ୍ବରେ ଆଜିଠୁ ଆରମ୍ଭ ହୋଇଛି ତଦନ୍ତ କମିଶନଙ୍କ ଶୁଣାଣି । ପ୍ରାଥମିକ ଶୁଣାଣିରେ ଶୁଣାଣି ପ୍ରକ୍ରିୟାର ସମୟ ଧାର୍ଯ କରାଯାଇଛି ।…

ଏହି ରାଜ୍ୟରେ ସବୁଠୁ ଅଧିକ କଟାଯାଇଛି ଇ-ଚାଲାଣ, ରାଜସ୍ବ ଆଦାୟରେ ଆଗରେ ରହିଛି…

ନୂଆଦିଲ୍ଲୀ: ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ, ଜାନୁଆରୀ ୧, ତାରିଖ ୨୦୧୯ ରୁ ଡିସେମ୍ବର ୩୧ ତାରିଖ ୨୦୨୩ ପର୍ଯ୍ୟନ୍ତ ସାରା ଦେଶରେ ୧୮.୨୪ କୋଟିରୁ ଅଧିକ ଇ-ଚାଲାଣ କଟାଯାଇଛି । ଏହି ଚାଲାଣଗୁଡିକରୁ ୧୨,୬୩୨ କୋଟି ଟଙ୍କା ରାଜସ୍ୱ ଆଦାୟ…

ବିପିସିଏଲ ଗ୍ୟାସ୍‌ ପାଇପ୍ ଲାଇନ ମରାମତି ବେଳେ ଲିକ୍‌; ଶ୍ରମିକ ମୃତ

ପାରାଦୀପ: ବିପିସିଏଲ ଗ୍ୟାସ୍‌ ପାଇପ୍ ଲାଇନ ମରାମତି ବେଳେ ଲିକ୍‌। ଏହି ଘଟଣାରେ ଜଣେ ଶ୍ରମିକ ମୃତ। କଟକ-ପାରାଦୀପ ରାସ୍ତାର ତାଳଦଣ୍ଡାଠାରେ ବିପିସିଏଲ ଗ୍ୟାସ୍‌ ପାଇପ୍‌ ଲାଇନ ମରାମତି ବେଳେ ଏକ ଅଘଟଣ ଘଟିଛି। ଜଣେ ଶ୍ରମିକ ମରାମତି କାମ କରୁଥିବାବେଳେ ମାଟି ତଳେ ଚାପି ହୋଇ ତାଙ୍କ ଜୀବନ…