ବୋରୱେଲରେ ଫସିଲେ ୧୮ ବର୍ଷର ଯୁବତୀ
କୁଚ୍: ଗୁଜରାଟର କୁଚ ଜିଲ୍ଲାର କନ୍ଧରାଇ ଗ୍ରାମରେ ଜଣେ ୧୮ ବର୍ଷୀୟ ଯୁବତୀ ବୋରୱେଲରେ ଫସିଥିବା ଜଣାପଡିଛି। ଚାଷ ଜମିରେ ଥିବା ୫୦୦ ଫୁଟ୍ ଗଭୀର ବୋରୱେଲରେ ପଡିଯାଇଥିଲେ। ଏହି ଘଟଣା ସମଗ୍ର ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଏହି ୧୮ ବର୍ଷୀୟ ଯୁବତୀ ଦୈନନ୍ଦିନ କାର୍ଯ୍ୟରେ…