Latest Odisha News

BREAKING NEWS

ନୂଆପଡା ବିଧାନସଭା ଉପନିର୍ବାଚନ: ୧୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢେଇ

ନୂଆପଡା: ବିଧାନସଭା ଉପନିର୍ବାଚନ ନେଇ ଆଜି ଥିଲା ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ । ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ପୂର୍ବାହ୍ନ ୧୧ ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସମୟ ପ୍ରାର୍ଥୀମାନଙ୍କୁ ପ୍ରଦାନ କରାଯାଇଥିଲା । ଜଣେ ବି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର…

ଏସିଆ କପ ଟ୍ରଫି ଦୁବାଇରୁ ପଂହଚିଲା ଆବୁଧାବି, ଖେଳୁଛନ୍ତି ନକଭି

ଦୁବାଇ: ଏସିଆକପ ଟ୍ରଫିକୁ ଏସୀୟ କ୍ରିକେଟ କାଉନ୍ସିଲର ହେଡକ୍ୱାର୍ଟର ଦୁବାଇରୁ ଆବୁଧାବିକୁ ଅଣାଯାଇଛି । ବିସିସିଆଇ ଜନୈକ ଅଧିକାରୀ ଏସିସି ମୂଖ୍ୟାଳୟରେ ପଂହଚିବା ପରେ ଏହି ଘଟଣା ଜାଣିବାକୁ ପାଇଥିଲେ । ଅଧିକାରୀଜଣଙ୍କ ଏ ସମ୍ପର୍କରେ ପଚାରିବାରୁ ଷ୍ଟାଫ କହିଥିଲେ ଟ୍ରଫି ଏସିସି ଚିଫ ମୋହସିନ…

Nuapada bypoll: କୋମନା ବ୍ଲକରେ ବିଜେଡିର ପ୍ରଚାର; କହିଲେ ବିଜେପି ସରକାର ବିକାଶର ଗତିକୁ…

ଭୁବନେଶ୍ୱର: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମପଞ୍ଚାୟତରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ସ୍ଥାନୀୟ ଜନସାଧାରଣ ବିପୁଳ ସମ୍ୱର୍ଦ୍ଧନା ଦେଇ ବିଜୁ ଜନତା ଦଳ ପ୍ରତି ବିଶ୍ୱାସ ବ୍ୟକ୍ତ କରିଥିଲେ । ଶୁକ୍ରବାର ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ଛୁରିଆ…

ଐତିହାସିକ କ୍ଲିନ ସୁଇପ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିିନିକିଆ କ୍ରିକେଟ ମ୍ୟାଚରେ ସିଡନୀରେ ଖେଳାଯିବ । ପ୍ରଥମ ୨ଟି ମ୍ୟାଚରେ ହାରି ଟିମ ଇଣ୍ଡିଆ ସିରିଜ ହାତଛଡା କରିଛି । ଏବେ ସମ୍ମାନ ବଂଚାଇବା ପାଇଁ ଖେଳିବ । ଅପରପକ୍ଷରେ ଅଷ୍ଟ୍ରେଲିଆ ଐତିହାସିକ କ୍ଲିନ ସୁଇପ ଲକ୍ଷ୍ୟରେ ରହିବ । ୨ଟି…

ରାଜ୍ୟରେ ଗତବର୍ଷ ତୁଳନାରେ ୨୦୨୫ରେ ୬.୭୫ ପ୍ରତିଶତ ବଢିଛି ଦୁର୍ଘଟଣା ହାର

ଭୁବନେଶ୍ୱର: ଓଡ଼ିଶାରେ ଭୟଙ୍କର ସ୍ଥିତିରେ ପହଞ୍ଚିଛି ସଡକ ଦୁର୍ଘଟଣା । ଗତବର୍ଷ ତୁଳନାରେ ଚଳିତ ବର୍ଷ ସଡ଼କ ଦୁର୍ଘଟଣା ହାରରେ ବୃଦ୍ଧି ଘଟିଛି । ଜାନୁଆରୀ ରୁ ଜୁଲାଇ ଭିତରେ ୬.୭୫ ପ୍ରତିଶତ ଦୂର୍ଘଟଣା ହାର ବୃଦ୍ଧି ପାଇଛି । ଏହାକୁ ରୋକିବାକୁ ବିଭିନ୍ନ ବିଭାଗର ମିଳିତ ସହଭାଗିତାରେ ପ୍ରସ୍ତୁତ…

ଭାରତରେ ହେବାକୁ ଥିବା ଜୁନିୟର ବିଶ୍ୱକପ ହକିରୁ ଓହରିଲା ପାକିସ୍ତାନ

ନୂଆଦିଲ୍ଲୀ: ଆଗାମୀ ଜୁନିୟର ବିଶ୍ୱକପ ହକି ଭାରତରେ ଆୟୋଜିତ ହେବ । ରିପୋର୍ଟ ମୁତାବକ ପାକିସ୍ତାନ ଏହି ପ୍ରତିଯୋଗିତାରୁ ଓହରିଯାଇଛି । ଆନ୍ତର୍ଜାତୀୟ ହକି ମହାସଂଘ ଶୁକ୍ରବାର ବିଧିବଦ୍ଧ ଭାବେ ଏହା ଘୋଷଣା କରିଛି । ପାକିସ୍ତାନ ବଦଳରେ କେଉଁ ଦଳ ଏହି ମେଗା ଇଭେଂଟରେ ଅଂଶଗ୍ରହଣ କରିବେ ତାହା ଖୁବ…

ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରଭୁଙ୍କ କୋଠ ଭୋଗ;ଏଠାରେ ହେଉଛି ଚାଷ

ପୁରୀ: ଆସନ୍ତା ରଥଯାତ୍ରାରୁ ଜୈବିକ ଚାଉଳରେ ପ୍ରସ୍ତୁତ ହେବ କୋଠ ଭୋଗ । କୃଷି ବିଭାଗ ସଚିବ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । 'ବଳଭଦ୍ର ଜୈବିକ ଚାଷ ମିଶନ' ଦ୍ୱାରା ପ୍ରସ୍ତୁତ ଚାଉଳରୁ କୋଠ ଭୋଗ ପ୍ରସ୍ତୁତ ହେବ ବୋଲି କୃଷି ବିଭାଗ ସଚିବ ଅରବିନ୍ଦ ପାଢ଼ୀ କହିଛନ୍ତି । ସୂଚନାଥାଉକି,…

ରାଜଧାନୀରେ ୨ଟି ପ୍ରମୁଖ ଶ୍ମଶାନର ପୁନଃବିକାଶ କରିବ ବିଡିଏ

ଭୁବନେଶ୍ୱର: ରାଜଧାନୀର ୨ଟି ଗୁରୁତ୍ୱପୂର୍ଣ୍ଣ ଶ୍ମଶାନ ସ୍ଥଳରେ ବିକାଶ ଓ ପୁନରୁଦ୍ଧାର ପାଇଁ ବିଡିଏ ପକ୍ଷରୁ ଏକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଶୁକ୍ରବାର ବିଧାୟକ (ଏକାମ୍ର) ବାବୁ ସିଂ ପୁରୁଣା ଭୁବନେଶ୍ୱର ଅଞ୍ଚଳର କାଳିଗାଡ଼ିଆ ଏବଂ ଗରାବାଡୁରେ ଶ୍ମଶାନର ପୁନଉଦ୍ଧାର ପାଇଁ…

ଦିନେ ବନିଥିଲେ ଦେଶର ସର୍ବକନିଷ୍ଠ ଆଡଭୋକେଟ୍ ଜେନେରାଲ୍, ଏବେ ଦେଶର ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ୍ ସୂର୍ଯ୍ୟ…

ନୂଆଦିଲ୍ଲୀ: ଆସନ୍ତା ମାସରେ ଭାରତର ପ୍ରଧାନ ବିଚାରପତି ଭାବରେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତ । ଦେଶର ୫୩ ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସୂର୍ଯ୍ୟ କାନ୍ତ । କେନ୍ଦ୍ର ସରକାର ଏଥିପାଇଁ ନୂତନ ସିଜେଆଇର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି।…

ଛଠ ପର୍ବ ନେଇ ପ୍ରଧାନମନ୍ତ୍ରୀଙ୍କ ଖାସ୍ ଅପିଲ୍; ବିଶ୍ୱ ଶୁଣିବ ଛଠ୍ ଦେବୀଙ୍କ ଗୀତ, ବିହାରବାସୀ ହେବେ ଗର୍ବିତ

ନୂଆଦିଲ୍ଲୀ: ଦେଶବ୍ୟାପୀ ଲୋକଙ୍କ ଆସ୍ଥା ଓ ବିଶ୍ୱାସର ମହାନ ପର୍ବ ଛଠ୍ ପୂଜା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି ପରିପ୍ରେକ୍ଷୀରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭାବପ୍ରବଣ ବାର୍ତ୍ତା ସେୟାର କରି ଦେଶବାସୀଙ୍କୁ ଏକ ବିଶେଷ ନିବେଦନ…