Latest Odisha News

BREAKING NEWS

ସମୁଦ୍ରରେ ବଡ଼ ଅଘଟଣ: ମିସାଇଲ୍ ମାଡ଼ର ଶିକାର ହେଲା ଏଲପିଜି ଟ୍ୟାଙ୍କର ‘ଦିଶା’, ଭିତରେ ୨୮ ଭାରତୀୟ…

ନୂଆଦିଲ୍ଲୀ/ତେହେରାନ: ଆମେରିକା ଓ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଏବଂ ଉତ୍ତେଜନା ଭିତରେ ସମୁଦ୍ର ପଥରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ଦିନ ଇରାନର ଜଳସୀମା ମଧ୍ୟରେ ଏକ ବାଣିଜ୍ୟିକ ଏଲପିଜି ଟ୍ୟାଙ୍କର ଉପରେ ହମଲା ହୋଇଛି, ଯେଉଁଥିରେ ୨୮ ଜଣ ଭାରତୀୟ ନାବିକ (କ୍ରୁ…

Dharmendra Pradhan Resigned: CJP ପ୍ରୋଟେଷ୍ଟ ଭିତରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦେଶରେ ପେପର ଲିକ୍ ନେଇ ଚାଲିଥିବା ଅସନ୍ତୋଷ ମଧ୍ୟରେ ସବୁଠୁ ବଡ ଖବର । ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ । ସିଜେପି ଚାପ ଏବଂ ଜନ୍ତରମନ୍ତରରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଭିତରେ ଶନିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସବୁ…

ଶ୍ରୀବାଣୀକ୍ଷେତ୍ରକୁ ବାହୁଡ଼ିଲେ ମହାପ୍ରଭୁ

ଭୁବନେଶ୍ୱର: ଦୀର୍ଘ ନଅ ଦିନ ଯାତ୍ରା ସାରି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରା ବାହୁଡ଼ାରେ ଶ୍ରୀବାଣୀକ୍ଷେତ୍ରକୁ ବାହୁଡ଼ିଛନ୍ତି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଆଡ଼ମ୍ବରପୂର୍ଣ୍ଣ ଭାବେ ଶେଷ ହୋଇଛି। ପୂର୍ବାହ୍ନରେ ମଙ୍ଗଳ ଆରତୀ, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା,…

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପରାମର୍ଶଦାତାଙ୍କ ପାରିଶ୍ରମିକ ଅବଧି ୩ ମାସକୁ ବୃଦ୍ଧି

ଭୁବନେଶ୍ବର: ପରାମର୍ଶଦାତାଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଆଶ୍ୱସ୍ତି । ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତା, ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ ଓ ଟେକ୍ନିକାଲ ସପୋର୍ଟ ୟୁନିଟରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ପାରିଶ୍ରମିକର ଅବଧି ୩ ମାସକୁ ବୃଦ୍ଧି ଗରାଗଲା । ଏହି ବ୍ୟବସ୍ଥାର ଅବଧିକୁ…

ଅନୁଗୁଳ ଜିନ୍ଦଲ ନଗରରେ ବାହୁଡା ଯାତ୍ରା

ଅନୁଗୁଳ: ପବିତ୍ର ବାହୁଡା ଯାତ୍ରା ପାଳନ କରିବା ପାଇଁ ହଜାର ହଜାର ଭକ୍ତ ଏକତ୍ରିତ ହେବା ଫଳରେ ଜିନ୍ଦଲ ନଗର ଆଧ୍ୟାତ୍ମିକ ଉତ୍ସାହରେ ପ୍ରତିଧ୍ୱନିତ ହୋଇଥିଲା। ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ନବୀନ ଜିନ୍ଦଲ ପ୍ରମୁଖ ସେବକ ଭାବରେ ପବିତ୍ର ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ। ତାଙ୍କ ସହିତ ତାଙ୍କ ମା…

ବାହୁଡା ଯାତ୍ରାରେ ଭକ୍ତଙ୍କ ମୃତ୍ୟୁ; ଅତୀତରୁ ସରକାର କିଛି ଶିଖୁନଥିବା ଅଭିଯୋଗ କଲେ ନବୀନ…

ଭୁବନେଶ୍ୱର: ପୁରୀରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ସମୟରେ ଜଣେ ଭକ୍ତଙ୍କ ମୃତ୍ୟୁ ପରେ ଶନିବାର ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି। ସରକାର ଅତୀତର ଭୁଲରୁ ଶିକ୍ଷା ନେଉନଥିବା ଅଭିଯୋଗ ଆଣିଛନ୍ତି। ସେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ…

ତିଖିରି ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଆସିଲା ଅନାସ୍ଥା ପ୍ରସ୍ତାବ, ମୁହଁ ଖୋଲିଛନ୍ତି ଚାମେଲି…

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି । ଏନେଇ ୨୧ ଜଣ ୱାର୍ଡ ମେମ୍ବରଙ୍କ ଦସ୍ତଖତ ସମ୍ବଳିତ ଦରଖାସ୍ତ ଗତ ୨୩ ତାରିଖରେ ଉପଜିଲ୍ଲାପାଳଙ୍କୁ ଦିଆଯାଇଛି । ଏଥିପାଇଁ ୱାର୍ଡମେମ୍ବରମାନଙ୍କୁ ଉପଜିଲ୍ଲାପାଳଙ୍କ ଅଫିସରେ ଉପସ୍ଥିତ…

PM Modi’s Instagram Strategy: ଫ୍ରଣ୍ଟ କ୍ୟାମେରାରେ ଭିଡିଓ, ରାତି ୧୨ ଟାରେ ପୋଷ୍ଟ, ‘ମିତ୍ରୋ’ରୁ…

ନୂଆଦିଲ୍ଲୀ: ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜନୈତିକ ପରିଚୟ ଥିଲା ବିଶାଳ ଜନସଭା, ରେଡିଓରେ 'ମନ କି ବାତ', ଏକ୍ସରେ ସନ୍ଦେଶ ଏବଂ ପ୍ରତ୍ୟେକ ଭାଷଣର ଆରମ୍ଭରେ ଗୋଟିଏ ଶବ୍ଦ " ପ୍ୟାରେ ମିତ୍ରୋ(ପ୍ରିୟର ବନ୍ଧୁ)..."। କିନ୍ତୁ ଦୁଇ ଦିନ ହେଲାଣି ସୋସିଆଲ ମିଡିଆରେ ଖୁବ୍…

ପେଟ୍ରୋଲ-ଡିଜେଲ ଦର ବଢ଼ିବା ନେଇ ବଢ଼ିଲା ଆଶଙ୍କା! ବିଶ୍ୱ ବଜାରରେ ୧୦୦ ଡଲାର ଛୁଇଁଲା କ୍ରୁଡ୍ ଅଏଲ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଅଶୋଧିତ ତୈଳ (କ୍ରୁଡ୍ ଅଏଲ) ଦର। ପଶ୍ଚିମ ଏସିଆରେ ଲାଗି ରହିଥିବା ଯୁଦ୍ଧ ଓ ଉତ୍ତେଜନା କାରଣରୁ ବିଶ୍ୱ ବଜାରରେ ଏକ ପ୍ରକାର ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି, ଯାହାର ପ୍ରଭାବ ସିଧାସଳଖ ତୈଳ ଦର ଉପରେ ପଡ଼ିଛି। ଦୀର୍ଘ ଦିନ…

ଖୋଲାଖୋଲି ଲୁଟ୍! ୫,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ RI

କେନ୍ଦ୍ରାପଡ଼ା: ରାଜ୍ୟରେ ଦୁର୍ନୀତିଖୋର ଅଧିକାରୀଙ୍କ ଉପରେ ଭିଜିଲାନ୍ସ ବିଭାଗ ନିଜର ରହିଛି । ତଥାପି କିଛି ଲାଞ୍ଚୁଆ ବାବୁ ଏଥିରୁ ଶିକ୍ଷା ଲାଭ ନକରି ସାଧାରଣ ଲୋକଙ୍କୁ ଶୋଷଣ କରିବାରେ ବ୍ୟସ୍ତ ଅଛନ୍ତି। ଏଭଳି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି, ଯେଉଁଠାରେ ଜଣେ ରାଜସ୍ୱ…