ଭାରତରେ ଫ୍ରେଣ୍ଡଲୀ ଫୁଟବଲ ମ୍ୟାଚ ଖେଳିପାରେ ବ୍ରାଜିଲ
ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ପ୍ରଶଂସକଙ୍କ ପାଇଁ ଖୁସୀ ଖବର । ବିଶ୍ୱର ସବୁଠାରୁ ଲୋକପ୍ରିୟ ଓ ୫ ଥର ଚାମ୍ପିୟନ ବ୍ରାଜିଲ ଫୁଟବଲ ଟିମ ଭାରତ ଗସ୍ତରେ ଆସିପାରେ । ରିପୋର୍ଟ ମୁତାବକ ଅକ୍ଟୋବରରେ ବ୍ରାଜିଲ ଫ୍ରେଣ୍ଡଲୀ ମୁକାବିଲା ପାଇଁ କୋଲକାତା ଆସିବା ସମ୍ଭାବନା ରହିଛି । ବ୍ରାଜିଲ ଫୁଟବଲ…