Latest Odisha News

BREAKING NEWS

ଶୁଦ୍ଧିକରଣ ହେଲା କାଳ, ବେଙ୍ଗ ବିଷ ପିଇ ଅଭିନେତ୍ରୀ ମୃତ

ମେସ୍କିକୋ: ଶୁଦ୍ଧିକରଣ ହେଲା କାଳ। ଶରୀର ପବିତ୍ର କରିବାକୁ ଆସିଥିଲେ କିନ୍ତୁ ଚାଲିଗଲା ଜୀବନ। ଜଣେ ମେକ୍ସିକାନ୍ ଅଭିନେତ୍ରୀଙ୍କ ସହ ଘଟିଛି ଏଭଳି କିଛି ଘଟଣା। ମେକ୍ସିକୋର ଜଣାଶୁଣା ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ୩୩ ବର୍ଷୀୟ ମାର୍ସେଲା ଅଲ୍କାଜାର୍ ରୋଡ୍ରିଗୁଏଜ୍। ସେ ପାରମ୍ପାରିକ…

ଅଭିଯୁକ୍ତର ବଡ଼ ଖୁଲାସା: ସଲମାନଙ୍କ ଆକ୍ରମଣରେ ବିଫଳ ପରେ ବଦଳିଗଲା ଯୋଜନା

ମୁମ୍ଵାଇ: କିଛି ମାସ ପୂର୍ବେ ଏନସିପି ନେତା ତଥା ସଲମାନ ଖାନଙ୍କ ନିକଟତର ବନ୍ଧୁ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା। ଏବେ ବାବା ସିଦ୍ଦିକି ହତ୍ୟା ମାମଲାରେ ପ୍ରକାଶ ପାଇଛି ଯେ ତାଙ୍କ ପୂର୍ବରୁ ସଲମାନ ଖାନଙ୍କୁ ହତ୍ୟା କରିବାର ଯୋଜନା ଥିଲା। ଏହି ବଡ ଖବର ଆସିବା ପରେ ବର୍ତ୍ତମାନ…

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ

ଫୁଲବାଣୀ: ୨୦୨୪ ମାର୍ଚ୍ଚ ୧୧ ତାରିଖରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାର ଆସିଲା ରାୟ । ଦୁଷ୍କର୍ମକାରୀ ଧନେଶ୍ୱର କହଁରକୁ ୨୦ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଲେ ଫୁଲବାଣୀର ପୋକ୍ସୋ କୋର୍ଟ । ଏହା ସହ ୧ ଲକ୍ଷ ପାଞ୍ଚ ହଜାର ଟଙ୍କା ଜରିମାନା ହୋଇଛି । ଜରିମାନା ଅନାଦେୟ ହେଲେ ଅଧିକ ୧୪ ମାସ ଜେଲ୍‌…

୩ ବର୍ଷରେ ବଜ୍ରପାତରେ ଗଲାଣି ୧୦୭୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ ୩ ବର୍ଷରେ ବଜ୍ରପାତରେ ଗଲାଣି ୧୦୭୫ ଜୀବନ । ଗୃହରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ୨୦୨୨ରୁ ୨୦୨୪ ମଧ୍ୟରେ ବଜ୍ରପାତ ହେତୁ ସର୍ବାଧିକ ୮୧ ଜଣଙ୍କର ମୃତ୍ୟୁ ହୋଇଛି। ଯାହା…

ଓଡିଶାର ଏହି ସବୁ ଜିଲ୍ଲାରେ ଅଛି ସୁନା ଖଣି….

ଭୁବନେଶ୍ବର: ଓଡ଼ିଶା ମାଟିରେ ଗଚ୍ଛିତ ଅଛି ସୁନା ଖଣି । ଓଡ଼ିଶାର ଦୁଇଟି ଜିଲ୍ଲାରୁ ସୁନା ଖଣିର ସନ୍ଧାନ ମିଳିଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଦେବଗଡ଼ ଜିଲ୍ଲାର ଆଡ଼ାସ-ରମାପଲ୍ଲୀ ଏବଂ କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର ଅଞ୍ଚଳରେ ସୁନା ଖଣିର…

ମୁକ୍ତିଲାଭର କିଛି ଘଣ୍ଟାରେ ଅନଲାଇନ୍ ଲିକ୍ ହେଲା ‘ପୁଷ୍ପା ୨’

ମୁମ୍ବାଇ: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ସିନେମା ହଲରେ ପଡୁ ପଡୁ ପୂରା ବାୟା କରିଛି ପୁଷ୍ପା ଦି ରାଇଜର ସିକ୍ବେନ୍ସ ପୁଷ୍ପା ୨ ଦ ରୁଲ । ସିନେମା ହଲରେ ପଡୁ ପଡୁ ଆଜି ଫାନ୍ସଙ୍କୁ ପାଗଳ କରିଛି ପୁଷ୍ପା-୨ । ରାତି ୩ ଟାରୁ ଲାଗିଛି ଅସମ୍ଭାଳ ଭିଡ । ସୁକୁମାରଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି…

ପାନ୍ ୨.୦: ନୂଆ ପାନ୍ କାର୍ଡ କିପରି ଆପ୍ଲାଏ କରିବେ? ଜାଣନ୍ତୁ ନୂଆ ନକଲେ କେଉଁ ସମସ୍ୟା ହେବ..

ନୂଆଦିଲ୍ଲୀ: ଆୟକର ବିଭାଗ ପ୍ୟାନ କାର୍ଡର ନୂତନ ୨.୦ ସଂସ୍କରଣ ଲଞ୍ଚ କରିଛି । ୧୯୭୨ ମସିହା ପରଠାରୁ କାର୍ଯ୍ୟକ୍ଷମ ଥିବା ପାନ୍ କାର୍ଡର ଏହା ଏକ ନୂତନ ସଂସ୍କରଣ ଏବଂ ଏହାକୁ କରିବା ବାଧ୍ୟତାମୂଳକ ଅଟେ । ନୂତନ ପାନ୍ କାର୍ଡ ୨.୦ ରେ, କ୍ୟୁଆର୍ କୋଡ୍ ସହିତ ଅଧିକ ସୁରକ୍ଷିତ ଟେକ୍ନୋଲୋଜି ସହିତ…

୩ ବର୍ଷରେ ସଡକ ଦୁର୍ଘଟଣାରେ ଗଲାଣି ୧୬୨୮୭ ଜୀବନ

ଭୁବନେଶ୍ୱର: ରାଜ୍ୟରେ ୩ ବର୍ଷରେ ସଡକ ଦୁର୍ଘଟଣାରେ ଗଲାଣି ୧୬୨୮୭ ଜୀବନ । ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଗୃହରେ ଏହି ସୂଚନା ପ୍ରଦାନ କରିଛନ୍ତି। ଗୃହରେ ବିଜେଡି ବିଧାୟକ ଚକ୍ରମଣି କଅଁରଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ। ଗତ…

ଫ୍ଲାଓ୍ବର ନୁହେଁ, ଫାୟର ‘ପୁଷ୍ପା-୨’

ମୁମ୍ବାଇ: ସିନେମା ହଲରେ ପଡୁ ପଡୁ ଆଜି ଫାନ୍ସଙ୍କୁ ପାଗଳ କରିଛି ପୁଷ୍ପା-୨ । ରାତି ୩ ଟାରୁ ଲାଗିଛି ଅସମ୍ଭାଳ ଭିଡ । ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ସିନେମା ହଲରେ ପଡୁ ପଡୁ ପୂରା ବାୟା କରିଛି ପୁଷ୍ପା ଦି ରାଇଜର ସିକ୍ବେନ୍ସ ପୁଷ୍ପା ୨ ଦ ରୁଲ । ରିଲିଜ୍ ପୂର୍ବରୁ ଏହା ଫ୍ୟାନ୍ସଙ୍କ…

ଭଉଣୀକୁ ଅଧିକ ଭଲ ପାଉଥିଲେ ମା’ ଓ ବାପା, ରାଗରେ ପୁଅ ପୁରା ପରିବାରକୁ…

ନୂଆଦିଲ୍ଲୀ: ସାଉଥ ଦିଲ୍ଲୀର ଟ୍ରିପଲ ମର୍ଡର ମାମଲାରେ ଅଭିଯୁକ୍ତ  ପୁଅକୁ ପୋଲିସ ଗିରଫ କରିଛି। ବୁଧବାର ସକାଳେ ରାଜେଶ କୁମାର (୫୧), ତାଙ୍କ ପତ୍ନୀ କୋମଲ (୪୬) ଏବଂ ଝିଅ କବିତାଙ୍କ ମୃତଦେହ ସେମାନଙ୍କ ଦେୱଲି ଗାଁରେ ଥିବା ତାଙ୍କ ନିଜ ଘରୁ ମିଳିଥିଲା। ଛୁରୀରେ  ବେକ କାଟି  ସେମାନଙ୍କୁ…