Latest Odisha News

BREAKING NEWS

ଘରେ ପଶିବା ପାଇଁ କୁକୁଡାକୁ କଲେ ମୋହରା, ବେକରେ ଛୁରୀ ଲଗାଇ ଲୁଟିନେଲେ ୬ ଦୁର୍ବୃତ୍ତ

ଭଦ୍ରକ: ପ୍ରଥମେ କୁକୁଡ଼ା ଭାଡ଼ି ଖୋଲିଲେ। ଘରେ ପଶିବା ପାଇଁ କୁକୁଡ଼ାକୁ ମୋହରା କଲେ। କୁକୁଡାଙ୍କ ଶବ୍ଦ ଶୁଣି ପରିବାର ଲୋକେ ଉଠି ବାହାରକୁ ଆସିବାରୁ ଘରେ କଳାକନା ବୁଲାଇ ଦେଲେ ଲୁଟେରା। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗାଁରେ ହୋଇଛି ଏହି ସଶସ୍ତ୍ର ଡକାୟତି। ଘର…

ଭୟଙ୍କର ରାଜ୍ୟ ରାଜଧାନୀ ବାୟୁ ସ୍ଥିତି: ଦିଲ୍ଲୀକୁ ଟପିଲା

ଭୁବନେଶ୍ବର: ଦିନକୁ ଦିନ ବାୟୁର ସ୍ଥିତି ବିଗିଡିବାରେ ଲାଗିଛି । ଜାତୀୟ ରାଜଧାନୀ ଦିଲ୍ଲୀ କାହିଁ କେତେ ଦିନରୁ ପ୍ରଦୂଷିତ ବାୟୁରେ ଯୁଝି ହେଉଥିବା ବେଳେ ଏବେ ଡରାଇଲାଣି ରାଜ୍ୟ ରାଜଧାନୀ ଭୁବନେଶ୍ବର । ପ୍ରଦୂଷଣରେ ଦିଲ୍ଲୀକୁ ଟପିଗଲା ଭୁବନେଶ୍ବର । ଯେଉଁଠି ବିଷାକ୍ତ ଦିଲ୍ଲୀ ବାୟୁର ଏକ୍ୟୁଆଇ…

ଆସନ୍ତାକାଲିଠୁ ରାଜ୍ୟ ପୁସ୍ତକ ମହୋତ୍ସବ, ଭାଗନେବେ ୨୦୦ ପ୍ରକାଶକ ଓ ପୁସ୍ତକ ବିକ୍ରେତା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଭୁବନେଶ୍ୱର ସ୍ଥିତ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆସନ୍ତା ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଓଡ଼ିଶା ରାଜ୍ୟ…

ଶିମିଳିପାଳରେ ୩ ଶିକାରୀଙ୍କୁ ଧରିଲା ଏଆଇ କ୍ୟାମେରାର

କରଞ୍ଜିଆ: ଶିମିଳିପାଳରେ ଶିକାରୀଙ୍କୁ ପୁଣି ଧରିଲା ଏଆଇ କ୍ୟାମେରା। ଶିମିଳିପାଳର କୋର ଏରିଆରେ ଶିକାର ପାଇଁ ବନ୍ଧୁକ ଧରି ବୁଲୁଥିଲେ। ୩ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ। ୩ ଜଣ ଅଭିଯୁକ୍ତ ବାଙ୍ଗିରିପୋଷି ଥାନା ଅଞ୍ଚଳର କରନ୍ ମାରାଣ୍ଡି, କାରୁ ହାଁସଦା ଓ ବୁଧୁରାୟ ସୋରେନ୍ ବୋଲି ଜଣାପଡିଛି…

ଲରେନ୍ସକୁ ଡାକିବି କି ? ସଲମାନଙ୍କ ସୁଟିଂ ସେଟ୍‌ରେ ପୁଣି ମିଳିଲା ଧମକ

ମୁମ୍ଵାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ନୂଆ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିସହିତ ସେ ଲଗାତାର ହତ୍ୟା ଧମକ ମଧ୍ୟ ପାଇ ଚାଲିଛନ୍ତି। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଟାର୍ଗେଟରେ ଅଛନ୍ତି ସଲମାନ। ବାବା ସିଦ୍ଦିକିଙ୍କ ହତ୍ୟା ମାମଲା ପରେ ଲଗାତାର ସେ ଧମକ ପାଉଛନ୍ତି। କିନ୍ତୁ…

ହତାଶ ହୋଇପଡୁଛନ୍ତି କି ଯବାନ୍? ୫ ବର୍ଷରେ ୭ଶହରୁ ଅଧିକ ଆତ୍ମହତ୍ୟା କଲେଣି…

ନୂଆଦିଲ୍ଲୀ: କାହିଁକି ଆତ୍ମହତ୍ୟା କରୁଛନ୍ତି ଯବାନ୍ ? ୨୪/୭ ଘଣ୍ଟା ଆମକୁ ସୁରକ୍ଷା ପ୍ରଦାନ କରୁଥିବା ବ୍ୟକ୍ତିଟି କ’ଣ ହତାଶ ହୋଇ ନିଜ ଜୀବନ ହାରି ଦେଉଛନ୍ତି? ତେବେ ଦୀର୍ଘ ସମୟ ଧରି ଡ୍ୟୁଟି କରିବା, ନିଦ୍ରାରୁ ବଞ୍ଚିତ ରହିବା ଏବଂ ପରିଶେଷରେ ନିଜ ପରିବାର ଠାରୁ ଦୂରରେ ରହିବା ଯୋଗୁଁ ଏବେ…

୬ରୁ ପୁଣି ଖସିବ ତାପମାତ୍ରା, ବଢ଼ିବ ଶୀତ

ଭୁବନେଶ୍ବର: ବାତ୍ୟା ଫେଙ୍ଗାଲ ପ୍ରଭାବରେ ବଙ୍ଗୋପସାଗରରୁ ପବନ ଉପକୂଳ ମୁହାଁଇଥିବା ବେଳେ ଏବେ ଏହାର ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ରାଜ୍ୟରେ ପରବର୍ତ୍ତୀ ୩ ଦିନରେ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ସମ୍ଭାବନା…

ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କ ଶପଥ ଉତ୍ସବରେ ହେବେ ସାମିଲ

ଭୁବନେଶ୍ୱର: ଆଜି ମୁମ୍ବାଇ ଗସ୍ତରେ ବାହାରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିନ ୧୦.୨୦ ରେ ଭୁବନେଶ୍ୱର ବିମାନବନ୍ଦରରୁ ମହାରାଷ୍ଟ୍ର ଗସ୍ତ କରିବେ। ଆଜି ମହାରାଷ୍ଟ୍ରରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡ୍‌ନବିସ୍‌। ମୁମ୍ବାଇର ଆଜାଦ ମଇଦାନରେ ହେବ ଏହି ଶପଥ ଗ୍ରହଣ ସମାରୋହ।…

‘ପୁଷ୍ପା ୨’ ପ୍ରିମିୟର ଶୋ ବେଳେ ଦଳାଚକଟା, ମହିଳା ମୃତ

ହାଇଦ୍ରାବାଦ: ରିଲିଜ ହୋଇଛି ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ‘ପୁଷ୍ପା ୨’ । ପୁଷ୍ପା-୨ ଦେଖିବାକୁ ଫ୍ୟାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି କ୍ରେଜ୍। ବାଣ ଫୁଟାଇ ବାଜା ବଜାଇ ଫାଷ୍ଟ ଡେ ଫାଷ୍ଟ ଶୋ ଦେଖିବାକୁ ହଲ ଆଗରେ ଲାଗିଛି ଫ୍ୟାନ୍ସ ମାନଙ୍କର ଖଚାଖଚ ଭିଡ଼ । ସେପଟେ ହାଇଦ୍ରାବାଦରେ…

ବିବାହ ବନ୍ଧନରେ ବାନ୍ଧି ହେଲେ ନାଗା-ଶୋଭିତା

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା । ପରିବାର ଲୋକ ଏବଂ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ତେଲୁଗୁ ବ୍ରାହ୍ମଣ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁହେଁ । ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡ଼ିଓରେ ବିବାହ ସଂପନ୍ନ ହୋଇଛି। ସୋସିଆଲ…