Latest Odisha News

BREAKING NEWS

ଜୀବନ ନେଲା ଅନ୍‌ଲାଇନ୍ ଗେମ୍, ଋଣଭାରରେ ବୁଡି ଯୁବକଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ଜୀବନ ନେଲା ଅନ୍‌ଲାଇନ୍ ଗେମ୍ l ଅନ୍‌ଲାଇନ୍ ଗେମ୍ ଖେଳି ଋଣଭାରରେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ l ଲିଙ୍ଗରାଜ ଥାନା ତିନିମୁଣ୍ଡିଆ ଛକ ଅଞ୍ଚଳରେ ଜୀବନ ହାରିଲେ ୨୨ ବର୍ଷୀୟ ଯୁବକ l ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଯୁବକ l ସୂଚନା ଅନୁସାରେ, ଯୁବକଙ୍କ ନାମ ଶଶାଙ୍କ ଶେଖ…

ଗମ୍ଭୀର ରୋଗରେ ପୀଡିତ ଅଭିନେତା ସତୀଶ ଶାହା…

ମୁମ୍ବାଇ:ପ୍ରସିଦ୍ଧ ଅଭିନେତା ତଥା ହାସ୍ୟ ଅଭିନେତା ସତୀଶ ଶାହାଙ୍କ ସ୍ଵାସ୍ଥ୍ୟ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସୁଛି । ଯେଉଁଥିପାଇଁ ତାଙ୍କ ପ୍ରଶଂସକମାନେ ସେମାନଙ୍କ ପ୍ରିୟ ଅଭିନେତାଙ୍କ ସ୍ଵାସ୍ଥ୍ୟ ବିଷୟରେ ଚିନ୍ତିତ ହୋଇପଡିଛନ୍ତି | ସେ ଏକ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି। ସତୀଶ ଶାହାଙ୍କ…

ଏଣିକି ବ୍ୟାଙ୍କ ଠକେଇର ହେବ ମିଳିତ ତଦନ୍ତ, ସିବିଆଇ ଓ ଆରବିଆଇ କରିବେ ଯାଞ୍ଚ

ନୂଆଦିଲ୍ଲୀ: ଆଜିକାଲି ଅନଲାଇନ ମାଧ୍ୟମରେ ଅନେକ ଠକେଇ ଆରମ୍ଭ ହୋଇଛି। ଲୋକଙ୍କ ଟଙ୍କା ତ ଦୂରର କଥା ବ୍ୟାଙ୍କରେ ମଧ୍ୟ ସାଇବର ଅପରାଧୀମାନେ ଠକାମି କରି ଟଙ୍କା ଲୁଟ କରୁଛନ୍ତି। ହେଲେ ଟେର ପାଉନି କୌଣସି ବିଭାଗ। ପରେ ଅପରାଧୀ ବି ଧରାପଡୁନି। ଏଥିପ୍ରତି ସଜାଗ ହେଲେ ସରକାର। ତେଣୁ ଏବେଠାରୁ…

ରେଳ ଷ୍ଟେସନରୁ ୬୦ କେଜି ରୁପା ଅଳଙ୍କାର ଜବତ, ଜଣଙ୍କୁ ଅଟକ ରଖିଲା ଜିଏସଟି

ରାଉରକେଲା: ରାଉରକେଲା ରେଳ ଷ୍ଟେସନରୁ ୬୦ କେଜି ରୁପା ଅଳଙ୍କାର ଜବତ କଲା ଜିଆରପି l ରୁପା ଅଳଙ୍କାର ଜବତ ସହ ଜଣଙ୍କୁ ଅଟକ ରଖିଛି ଜିଆରପି l ଅଟକ ବ୍ୟକ୍ତି ଜଣଙ୍କ ହେଲେ ଚନ୍ଦନ କୁମାର। ରାଉରକେଲା ରେଳ ଷ୍ଟେସନରୁ ରାଞ୍ଚି ନେଇଯାଉଥିବା ବେଳେ ରୁପା ଅଳଙ୍କାର ସବୁକୁ ଜବତ କରିଛି ଜିଆରପି l ବିନା…

ରୋହିତ ସ୍ପଷ୍ଟ କଲେ କେଉଁ ସ୍ଥାନରେ କରିବେ ବ୍ୟାଟିଂ

ଆଡିଲେଡ: ଡିସେମ୍ବର ୬ରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆଡିଲେଡରେ ଖେଳାଯିବ । ଏହି ଦିବାରାତ୍ର ଟେଷ୍ଟରେ ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ । ରୋହିତ କେଉଁ ସ୍ଥାନରେ ବ୍ୟାଟିଂ କରିବେ ସେ ନେଇ ଆଲୋଚନା ଜୋର ଧରିଥିଲା । ଦଳକୁ ମଜଭୁତ କରିବା ପାଇଁ ରୋହିତ…

ବେଦାନ୍ତ ପାଉଁଶ ପ୍ରସଙ୍ଗରେ ଘେରିଲା କଂଗ୍ରେସ: ‘କାହିଁକି ସରକାରଙ୍କ ବେଦାନ୍ତ ପ୍ରତି ଏତେ ଦୟା?’

ଭୁବନେଶ୍ବର: ଏବେ ବିଧାନସଭାର ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଆଜି ଗୃହର ସପ୍ତମ ଦିନରେ ବେଦାନ୍ତ ପାଉଁଶ ପ୍ରସଙ୍ଗକୁ ନେଇ ସରକାରକୁ ଘେରିଛି କଂଗ୍ରେସ । ବେଦାନ୍ତ ପ୍ରତି ସରକାରଙ୍କ ଏତେ ଦୟା କାହିଁକି ପ୍ରଶ୍ନ କରିଛି । ଏନେଇ କଂଗ୍ରେସ ବିଧାୟକ ସି ଏସ ରାଜନ ଏକ୍କା ମନ୍ତବ୍ୟ ରଖିଛନ୍ତି…

ଭାରତର ସବୁଠୁ ବଡ ଶ୍ମଶାନ ଘାଟ, ଯେଉଁଠି ଚିତା ହୁଏନି ଥଣ୍ଡା

ବାରଣାସୀ: ଭାରତରେ ଏମିତିରେ ଦେଖିବାକୁ ଗଲେ ଅନେକ ସଂଖ୍ୟାରେ ଶ୍ମଶାନ୍ ଘାଟ ରହିଛି । ଯେଉଁଠାରେ ମୃତବ୍ୟକ୍ତିଙ୍କୁ ମୋକ୍ଷ ପ୍ରାପ୍ତ ହୋଇଥାଏ । କିନ୍ତୁ ଆମ ଦେଶରେ ଏପରି ଏକ ଶ୍ମଶାନ ଘାଟ ଅଛି ଯାହାକି ଦେଶର ସବୁଠାରୁ ବଡ ଶ୍ମଶାନ ଘାଟ ଭାବରେ ପରିଚିତ l ସବୁଠାରୁ ବଡ କଥା ହେଉଛି ଏଠାରେ କେବେ ବି…

ଟି୨୦ କ୍ରିକେଟରେ ଇତିହାସ ରଚିଲା ବରୋଦା ଟିମ, ଭାନୁଙ୍କ ବିସ୍ଫୋରକ ଶତକ

ଇନ୍ଦୋର: ଟି୨୦ କ୍ରିକେଟରେ ବରୋଦା ଟିମ ଇତିହାସ ରଚିଛି । ଚଳିତ ସୟେଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟରେ ବରୋଦା ଟି୨୦ରେ ସର୍ବାଧିକ ଦଳଗତ ସ୍କୋର କରିବାରେ ବିଶ୍ୱ ରେକର୍ଡ କରିଛି । ସିକ୍କିମ ବିପକ୍ଷରେ ବରୋଦା ୫ ୱିକେଟରେ ୩୪୯ ରନର ବିଶାଳ ସ୍କୋର କରିଥିଲା । ଏହା ପୂର୍ବରୁ ଜିମ୍ବାୱେ ଏହି…

ଖାପ ଖାଉନି ମନ୍ତ୍ରୀଙ୍କ କଥା, ଆଉ ବଜାର ଦର: ହଟହଟା ଖାଉଟି

ଭୁବନେଶ୍ବର: ଅଣାୟତ୍ତ ହେଉଛି ଆଳୁ ଦର । ଗୋଟେ ପଟେ ମନ୍ତ୍ରୀ କହୁଛନ୍ତି, ପର୍ଯ୍ୟାପ୍ତ ପରିମାଣର ଆଳୁ ଅଛି । ଦର ବି ଖସିଛି । ହେଲେ ବଜାରର ହାଲଚାଲ ଅନ୍ୟ କିଛି ବୟାନ କରୁଛି । ଦୁଇ ଦିନ ରାତିରୁ ଯେଉଁ ଆଳକୁ କିଲୋ ପିଛା ୩୦ ଟଙ୍କା ଦେଇ କିଣୁଥିଲେ ଗ୍ରାହକ ଏବେ ସେଠି ଦର ୫୦ ଛୁଇଁଲାଣି ।…

ମାତ୍ର ୩ ମାସରେ ଭାଙ୍ଗିଲା ଫ୍ରାନ୍ସ ସରକାର

ପ୍ୟାରିସ: ଫ୍ରାନ୍ସର ପ୍ରଧାନମନ୍ତ୍ରୀ ମିସେଲ ବର୍ଣ୍ଣିୟରଙ୍କ ସରକାରର ପତନ ହୋଇଛି। ମାତ୍ର ୩ ମାସରେ ପ୍ରଧାନମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଛନ୍ତି। ଫ୍ରାନ୍ସରେ ୬୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସଂସଦରେ ଜଣେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା। ଏପରିକି…