ଏମିତି ଏକ ଫିଲ୍ମ, ସୁପରଷ୍ଟାର ଗୋବିନ୍ଦାଙ୍କ ଠାରୁ ବି ମାଙ୍କଡକୁ ମିଳୁଥିଲା ଅଧିକ ଦରମା
ମୁମ୍ବାଇ:ଆପଣ ଜାଣନ୍ତି କି ୧୯୯୩ରେ ଏକ ଫିଲ୍ମ ମଧ୍ୟ ମୁକ୍ତିଲାଭ କରିଥିଲା ଯେଉଁଥିରେ ହିରୋ ଅପେକ୍ଷା ମାଙ୍କଡ଼କୁ ଅଧିକ ଟଙ୍କା ଦିଆଯାଇଥିଲା। ଆସନ୍ତୁ ଜାଣିବା ମଜାଳିଆ କାହାଣୀ ବିଷୟରେ ।
୧୯୯୩ ମସିହାରେ, ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ଯେଉଁଥିରେ ଦୁଇଜଣ ମୁଖ୍ୟ ହିରୋଙ୍କ ସହିତ ଏକ…