ମୁଣ୍ଡ ନୁଆଁଇଲେ ରାଷ୍ଟ୍ରପତି, ୬ ଘଣ୍ଟାରେ ମାର୍ଶଲ ଲ’ ପ୍ରତ୍ୟାହୃତ
ନୂଆଦିଲ୍ଲୀ: ସାମରିକ ଆଇନ ଲାଗୁ କରିବାକୁ ନିର୍ଦ୍ଦେଶ ଦେବାର ୬ ଘଣ୍ଟା ଭିତରେ ଆଦେଶ ପ୍ରତ୍ୟାହୃତ କଲେ ଦକ୍ଷିଣ କୋରିଆର ରାଷ୍ଟ୍ରପତି । ରିପୋର୍ଟ ଅନୁଯାୟୀ, ସାମରିକ ଆଇନ ଲାଗୁ ହେବା ନେଇ ରାଷ୍ଟ୍ରପତି ଆଦେଶ ଦେବା ପରେ ଦେଶରେ ସ୍ଥିତି ଜଟିଳ ହୋଇପଡିଥିଲା । ବିରୋଧିଙ୍କ ବିରୋଧ ସହ ଜନସାଧାରଣଙ୍କ…