Latest Odisha News

BREAKING NEWS

କଳା କି ନାଲି ନୁହେଁ, ପ୍ରଥମେ ଏହି ରଙ୍ଗର ବିକ୍ରି ହେଉଥିଲା କୋକାକୋଲା

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରନ୍ତି। ଗ୍ରୀଷ୍ମ ଋତୁ ହେଉ କି ଅନ୍ୟ କେଉଁ ଋତୁ ଏହି ମୃଦୁ ପାନୀୟ ସବୁବେଳେ ଲୋକଙ୍କ ପସନ୍ଦ । ଏହା ଆମକୁ ତୁରନ୍ତ ଶୀତଳତାର ଅନୁଭବ ଦେଇଥାଏ ଏବଂ ଏହାର ସ୍ୱାଦ ମଧ୍ୟ ଭଲ। ସେଥିମଧ୍ୟରୁ କୋକାକୋଲା ହେଉଛି ଏପରି ଏକ ବ୍ରାଣ୍ଡ ଯାହାକୁ…

ଯାତ୍ରୀଙ୍କ ପାଇଁ କ୍ୟାବ ଡ୍ରାଇଭରଙ୍କ ନିୟମ, ଭାଇ ଡାକ ନାହିଁ… 

ନୂଆଦିଲ୍ଲୀ: ଯାତ୍ରୀମାନଙ୍କ ପାଇଁ କ୍ୟାବ ଡ୍ରାଇଭରଙ୍କ ୬ଟି ନିୟମ ଇଣ୍ଟରନେଟରେ ଭାଇରାଲ ହେଉଛି। ତେବେ ଏହାର ଆବଶ୍ୟକତା କ’ଣ ବୋଲି ୟୁଜର୍ସ ତର୍କବିତର୍କରେ ଲାଗିଛନ୍ତି। ସେହିପରି ଆଉ କିଛି ୟୁଜର୍ସ ଏଭଳି ନିୟମକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି। କିନ୍ତୁ ଏହି କ୍ୟାବ ଡ୍ରାଇଭର ପ୍ରସ୍ତୁତ…

ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ନିବେଶ ଟାଣିବାକୁ କରିବେ ରୋଡ୍ ଶୋ’

ଭୁବନେଶ୍ୱର: ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆସନ୍ତା ୧୮ ତାରିଖରୁ ଦୁଇ ଦିନିଆ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ଏହି ଗସ୍ତ ଅବସରରେ ନିବେଶକଙ୍କୁ ଭେଟି ନିବେଶ ସଂପର୍କରେ ଆଲୋଚନା କରିବେ। ଓଡ଼ିଶାକୁ ଅଧିକ ପୁଞ୍ଜିପତିଙ୍କୁ ଆକୃଷ୍ଟ କରିବା ସହ ନିବେଶ ଟାଣିବାକୁ…

ଆରମ୍ଭ ହୋଇଛି କାର୍ତ୍ତିକ ନୀତି, ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି । ଗତକାଲି ଅର୍ଥାତ ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀଠାରୁ କାର୍ତ୍ତକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଚାଲିବ । ଏହି ଏକ ମାସ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଳ ଭୋଗ ହେବା ସହ…

୧୫ ବର୍ଷ ପରେ ଟେଲିଭିଜନ ଜଗତକୁ ଫେରିବେ ସ୍ମୃତି ଇରାନୀ!

ମୁମ୍ବାଇ: ଅଭିନେତ୍ରୀରୁ ରାଜନେତା ସାଜିଥିବା ସ୍ମୃତି ଇରାନୀଙ୍କୁ ଏକତା କପୁରଙ୍କ ସୋ 'କ୍ୟୁଙ୍କି ସାସ୍ ଭି କଭୀ ବହୁ ଥି'ରୁ ଏକ ନୂଆ ପରିଚୟ ମିଳିପାରି ଥିଲା । ଏହାପରେ ସ୍ମୃତି ଟେଲିଭିଜନ ଦୁନିଆରୁ ଏକ ପ୍ରକାରର ଦୁରେଇ ଯାଇଥିଲେ l ଏବେ ଦୀର୍ଘ ୧୫ ବର୍ଷ ପରେ ସ୍ମୃତି ଇରାନୀ ପୁଣି ଥରେ…

ବାବା ସିଦ୍ଦିକିଙ୍କ ପରେ ଲରେନ୍ସ ବିଷ୍ଣୋଇଙ୍କ ହିଟ୍ ଲିଷ୍ଟରେ ଜଣେ ବଡ ହାସ୍ୟ ଅଭିନେତା

ମୁମ୍ବାଇ: ବାବା ସିଦ୍ଦିକିଙ୍କ ପରେ ଜଣେ ବଡ ହାସ୍ୟ ଅଭିନେତା ଏବେ ଲରେନ୍ସ ବିଷ୍ଣୋଇଙ୍କ ହିଟ୍ ଲିଷ୍ଟରେ ଅଛନ୍ତି। ଏହି ହାସ୍ୟ ଅଭିନେତା ହିନ୍ଦୁ ଦେବାଦେବୀଙ୍କ ଉପରେ ଅନେକ ଥର ମନ୍ତବ୍ୟ ଦେଇ ସାରିଛନ୍ତି। ଏହି ହାସ୍ୟ ଅଭିନେତାଙ୍କ ବିଷୟରେ ମୁମ୍ବାଇ ପୋଲିସ ଗୁପ୍ତ ସୂଚନା ପାଇଛି। ଏନସିପି ଅଜିତ…

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ପାଇଁ ଆଜି ବାଜିବ ନିର୍ବାଚନ ବିଗୁଲ, ଘୋଷଣା ହେବ ତାରିଖ

ନୂଆଦିଲ୍ଲୀ: ଆଜି ବାଜିବ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ବିଗୁଲ । ନିର୍ବାଚନ ଆୟୋଗ ଆଜି ଅପରାହ୍ନ ୩.୩୦ରେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନର କାର୍ଯ୍ୟସୂଚୀ ତାରିଖ ଘୋଷଣା କରିବେ। କମିଶନଙ୍କ ଦ୍ୱାରା ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ସେ ଏକ ସାମ୍ବାଦିକ…

ଆରଜି କର ମେଡିକାଲ ଦୁଷ୍କର୍ମ ଓ ହତ୍ୟା ଘଟଣା: ଆଜି ୧୨ ଘଣ୍ଟିଆ ଡାକ୍ତର ଆନ୍ଦୋଳନ

କୋଲକାତା: କୋଲକାତା ଆରଜି କର ମେଡିକାଲ ଜୁନିଅର ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦ କରି ଆଜି ୧୨ ଘଣ୍ଟିଆ ଆନ୍ଦୋଳନ ଡାକରା ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ। । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ଡାକ୍ତର ସଂଘ ଆହ୍ଵାନ ଦେଇଛି। ଆଜି ଦେଶବ୍ୟାପୀ…

ଆରବିଆଇର ବଡ କାର୍ଯ୍ୟାନୁଷ୍ଠାନ, ୩ ବ୍ୟାଙ୍କ ସମେତ ଏକ କମ୍ପାନୀ ଉପରେ ଜରିମାନା

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ବଡ କାର୍ଯ୍ୟାନୁଷ୍ଠାନ । ୪ ବ୍ୟାଙ୍କ ସମେତ ଏସଜି ଫିନସର୍ଭ ଲିମିଟେଡ୍ ଉପରେ ଲଗାଇଲା ଲକ୍ଷାଧିକ ଟଙ୍କାର ଜରିମାନା । ପଞ୍ଜୀକରଣ ପ୍ରମାଣପତ୍ର ସହ ଜଡିତ କିଛି ସର୍ତ୍ତ ପାଳନ ନକରିବାରୁ କମ୍ପାନୀ ଉପରେ ଜରିମାନା ଲଗାଇଛି ଆରବିଆଇ । ଏସଜି ଫିନସର୍ଭ…

ଟ୍ରେନ୍ ଚକା ତଳେ ଗଲା ଛୁଆ ହାତୀର ଜୀବନ

ରାଉରକେଲା: ହାତୀ ଘଉଡାଇବା ବେଳେ ଟ୍ରେନ୍ ଚକା ତଳେ ଗଲା ଛୁଆ ହାତୀର ଜୀବନ। ରାଉରକେଲା ବନ୍ଧମୁଣ୍ଡା ଆର୍ କେବିନ୍ ନିକଟରେ ଏହି ଅଘଟଣ ଘଟିଛି। ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ହାତୀ ଆହତ ହୋଇଛି । ଖବରପାଇ ରାଉରକେଲା ବନ ଵିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି…