Latest Odisha News

BREAKING NEWS

‘ସୁଭଦ୍ରା’ ଫର୍ମ ପୂରଣ ନାଁରେ ଟଙ୍କା ହଡ଼ପ କରି ଯୁବକ ଗିରଫ

କେନ୍ଦୁଝର: 'ସୁଭଦ୍ରା' ଫର୍ମ ପୂରଣ ନାଁରେ ଆଧାର ସଂଯୋଗ କରି ବ୍ୟାଙ୍କ ଆକାଉଣ୍ଟ ଲୁଟୁଥିଲେ ଏବେ ଏହି ଘଟଣାରେ ଜଣେ ଠକକୁ ଗିରଫ କରିଛି କେନ୍ଦୁଝର ପୋଲିସ । ଗିରଫ ଯୁବକ ଜଣକ ହେଲା ନୟାକୋଟ ଥାନା କଲଣ୍ଡା ଗାଁର ରାମ ମୁଣ୍ଡା । ଗିରଫ ପରେ ଯୁବକଙ୍କୁ କୋର୍ଟଚାଲାଣ କରିଛି ପୋଲିସ । ଖବର…

ମଞ୍ଚରେ ମୁହାଁମୁହିଁ ହେଲେ ରାମ ଓ ରାବଣ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆମରୋହରେ ରାମଲୀଳା ପ୍ରଦର୍ଶନ ହେଉଥିବା ବେଳେ ରାମ ଏବଂ ରାବଣ ସତରେ ମୁହାଁମୁହିଁ ହୋଇଛନ୍ତି। ଶନିବାର ଦିନ ରାମ ଏବଂ ରାବଣଙ୍କ ଚରିତ୍ରରେ ମଞ୍ଚ ଉପରେ ଅଭିନୟ କରୁଥିବା ବେଳେ ରାମଲୀଳା ଷ୍ଟେଜ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା। ସୋସିଆଲ ମିଡିଆରେ ସଚିନ ଗୁପ୍ତା…

କେନ୍ଦୁଝରର ୨ଟି ସ୍ଥାନରେ ଅଭିଯୋଗ ଶୁଣାଣି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦୁଝରର ୨ଟି ସ୍ଥାନରେ ଅଭିଯୋଗ ଶୁଣାଣି କ୍ୟାମ୍ପ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ତିନି ଦିନିଆ କେନ୍ଦୁଝର ଗସ୍ତର ଶେଷ ଦିନରେ କେନ୍ଦୁଝର ଅଭିଯୋଗ ଶୁଣାଣି କ୍ୟାମ୍ପ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କର ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି। ଆଜି…

ଦିପାବଳୀରେ ଦୀପ ଜାଳିବାର ନିୟମ, କେଉଁ ଦିଗରେ ଦୀପ ଜାଣିଲେ ମିଳିବ କେଉଁ ଫଳ?

ଭୁବନେଶ୍ବର: ଦିପାବଳୀର ପର୍ବ ହେଉଛି ଆଲୋକ ଏବଂ ଖୁସିର ପର୍ବ । ଦୀପ ଜାଳିବା ଦ୍ୱାରା ଆମେ କେବଳ ଆମ ଘରକୁ ଆଲୋକିତ କରୁନାହୁଁ ବରଂ ଆମର ମନ ଏବଂ ଜୀବନକୁ ମଧ୍ୟ ଆଲୋକିତ କରିଥାଉ । ଦିପାବଳୀରେ ଦୀପ ଜାଳିବାର ପରମ୍ପରା ତ୍ରେତେୟା ଯୁଗରେ ଆରମ୍ଭ ହୋଇଥିଲା, ଯେତେବେଳେ ପ୍ରଭୁ ଶ୍ରୀରାମା ଲଙ୍କାକୁ…

ନୂଆ ଜୀବନ ଚାହୁଁଛି; ସୁଇସାଇଡ୍ ନୋଟ୍ ଲେଖି ଝୁଲିପଡିଲେ ଡିସିପିଙ୍କ ପୁଅ

ମୁମ୍ବାଇ: ମହାରାଷ୍ଟ୍ରର ଡେପୁଟି କମିଶନରଙ୍କ ଏକମାତ୍ର ୧୭ ବର୍ଷୀୟ ପୁଅ ସାହିଲ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଲିଯାଇଛି। ସୂଚନାନୁସାରେ, ସାହିଲ ରବିବାର ଦିନ ଫ୍ୟାନରେ ରଶି ଲଗାଇ ଝୁଲି ପଡିଥିଲା। ସେ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ଏବଂ ଆଇଆଇଟି…

ଦାଦନ ଶ୍ରମିକଙ୍କ ପାଇଁ ସ୍ପେଶାଲ ଟାସ୍କଫୋର୍ସ ଗଠନ

ଭୁବନେଶ୍ୱର: ଦାଦନ ଶ୍ରମିକଙ୍କ ସମସ୍ୟା ଦୂର କରିବା ପାଇଁ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରିବାକୁ ସୋମବାର ଘୋଷଣା କରିଛନ୍ତି ଓଡିଶା ସରକାର । ସୂଚନାନୁସାରେ, ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଟାସ୍କଫୋର୍ସର ଚେୟାରମ୍ୟାନ ହେବାକୁ ଥିବାବେଳେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା…

5 ବର୍ଷରେ ଟିକେଟ୍ ବିହୀନ ଯାତ୍ରୀଙ୍କ ଠାରୁ ଏତିକି ଟଙ୍କା ଆଦାୟ କରିଛି ରେଳବାଇ

ନୂଆଦିଲ୍ଲୀ: ଭାରତୀୟ ରେଳବିଭାଗର ସେବା ସାରା ଦେଶରେ ବ୍ୟାପିଛି, ଯେଉଁଥିରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯାତ୍ରା କରୁଛନ୍ତି । ଏହି ସମୟ ମଧ୍ୟରେ ଅନେକ ଯାତ୍ରୀ ବିନା ଟିକେଟରେ ଟ୍ରେନରେ ଯାତ୍ରା କରୁଥିବା ଧରାପଡିଛନ୍ତି । ଏହି କାରଣରୁ ଭାରତୀୟ ରେଳବାଇ ଦ୍ୱାରା ଟିକେଟ୍ ବିହୀନ ଯାତ୍ରୀଙ୍କ ଉପରେ…

୫ଜି ପରେ ଏବେ ଭାରତରେ ମିଳିବ ୬ଜି ଇଣ୍ଟରନେଟ୍ ସେବା

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ ୪ଜି ଏବଂ ୫ଜି ଇଣ୍ଟରନେଟ୍ ସେବା ଉପଲବ୍ଧ ଥିବାବେଳେ, ଖୁବଶୀଘ୍ର ଭାରତରେ ୬ଜି ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ । ଏନେଇ ଅକ୍ଟୋବର ୧୫ ଅର୍ଥାତ୍ ଆସନ୍ତାକାଲି ରାଜଧାନୀ ଦିଲ୍ଲୀରେ ବିଶ୍ୱ ଟେଲିକମ୍ୟୁନିକେସନ ଷ୍ଟାଣ୍ଡାର୍ଡାଇଜେସନ ଆସେମ୍ବଲି (ଡବ୍ଲୁଟିଏସଏ) ର ବୈଠକ…

କବାଡି ମ୍ୟାଚ ଖେଳୁଥିବା ବେଳେ ଖେଳାଳିଙ୍କ ମୃତ୍ୟୁ

ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଲକ ତରବୋଡ ଦୁର୍ଗାପୂଜା କମିଟି ପକ୍ଷରୁ ଚାଲିଥିଲା କବାଡି ମ୍ଯାଚ।  ଏହି ସମୟରେ ଘଟିଛି ବଡ ଅଘଟଣ । କବାଡି ମ୍ୟାଚ୍ ଖେଳୁଥିବା ସମୟରେ  ଜଣେ ଖେଳାଳିଙ୍କ ମୃତ୍ୟୁ ଘଟିଛି  ।  ମୃତ ଖେଳାଳି ଜଣଙ୍କ  ଛତିଶଗଡ ମହାସମୁନ୍ଦ ଜିଲ୍ଲା ଡୁଡୁମଚୁଆ ଗାଁର ଖଗେଶ୍ୱର…

ରତନ ଟାଟାଙ୍କ ନାମରେ ନାମିତ ହେବ ମହାରାଷ୍ଟ୍ର ରାଜ୍ୟ ଦକ୍ଷତା ବିକାଶ ବିଶ୍ୱବିଦ୍ୟାଳୟ

ମୁମ୍ବାଇ: ଦିବଂଗତ ଶିଳ୍ପପତି ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ମହାରାଷ୍ଟ୍ର ସରକାର ବଡ ପଦକ୍ଷେପ ନେଇଛନ୍ତି । ଏକନାଥ ସିନ୍ଦେଙ୍କ ସରକାର ମହାରାଷ୍ଟ୍ର ରାଜ୍ୟ ଦକ୍ଷତା ବିକାଶ ବିଶ୍ୱବିଦ୍ୟାଳୟକୁ 'ରତନ ଟାଟା ମହାରାଷ୍ଟ୍ର ରାଜ୍ୟ ଦକ୍ଷତା ବିକାଶ ବିଶ୍ୱବିଦ୍ୟାଳୟ' ନାମରେ ନାମିତ…